Below header
Browsing Tag

eyes

ହୋଲି ଖେଳିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ହେବ ନାହିଁ କୌଣସି ସମସ୍ୟା

ବର୍ତ୍ତମାନ ସବୁଆଡେ ହୋଲି ମହୋତ୍ସବ ଜୋରସୋରରେ ଚାଲିଛି । ହୋଲି ସମୟରେ ବିଶେଷ କରି ସମସ୍ତ ଲୋକ ବିଭିନ୍ନ ପ୍ରକାରର କଲର ସହିତ ଖେଳୁଛନ୍ତି । ଏହି ରଙ୍ଗର ପର୍ବ ସମଗ୍ର ଦେଶରେ ପାଳନ କରାଯାଏ । ସମସ୍ତ ଲୋକ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳନ୍ତି । କିନ୍ତୁ ବେଳେବେଳେ ଏହି କଲରଗୁଡ଼ିକ ଆଖିରେ…

କାହିଁକି ଆଖି ମଳନ୍ତି ଶିଶୁ, ବୈଜ୍ଞାନିକ ଦେଲେ ଆଶ୍ଚର୍ଯ୍ୟ ଉତ୍ତର

ଛୋଟ ପିଲା ମାନେ ଆଖି ମଳୁଥିବାର ଆପଣମାନେ ଅନେକ ଥର ଦେଖିଥିବେ । ଯେତେବେଳେ ଶିଶୁମାନେ ଆଖି ମଳିବା ଆରମ୍ଭ କରନ୍ତି ଆପଣ ବୁଝି ପାରନ୍ତି ଯେ ଶିଶୁର ଶୋଇବା ସମୟ ହୋଇଗଲାଣି । ଶିଶୁକୁ ଥକ୍କା ଲାଗିଲାଣି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପିଲାଙ୍କୁ ନିଦ ଆସିବା କ୍ଷଣି ସେମାନେ କାହିଁକି ଆଖିକୁ…

ବିନା କାରଣରେ ଆଖିରୁ ପାଣି ବାହାରୁଛି କି? ଏହାକୁ ରୋକିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଖି ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଆଖି ପ୍ରତି ବିଶେଷ ଯତ୍ନ ନେବାକୁ ପଡିଥାଏ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ପାଣି ବାହାରିବା ଆରମ୍ଭ କରେ । ଜଳିବା କିମ୍ବା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ହୁଏ । କିନ୍ତୁ କିଛି ଲୋକଙ୍କ ଆଖିରୁ ବିନା କାରଣରେ ପାଣି ବାହାରିଥାଏ । ତେବେ ଆସନ୍ତୁ…

ଆଖିକୁ ଦିଶୁଛି କି ଧୂଆଁଳିଆ,ଏହି ସମସ୍ୟାରୁ ମୁକ୍ତି ଦେବ ଗାଜର, ଜାଣନ୍ତୁ ଏହାର ଜବରଦସ୍ତ ଲାଭ

ମନୁଷ୍ୟ ଶରୀରର ଆଖି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଏହାର ଦେଖାଶୁଣା କରିବା ଅତ୍ୟନ୍ତ ଜରୁରୀ । ଏହା ବିନା ଆମର ସବୁ କାମ ଅଧା । ଅଫିସରେ କାମ କରିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କାମରେ ଆଖିର ଆବଶ୍ୟକତା ରହିଛି । ଦୁର୍ବଳ ଆଖିର ପାଓ୍ଵାର ପାଇଁ ଆଜିକାଲି ଅଧିକାଂଶ ଲୋକେ ଚଷମା…

ଆଖି ସମସ୍ୟାକୁ ଦୂର କରିବ ଏହି ସହଜ ଉପାୟ

ଆଜିକାଲିର ସ୍ମାର୍ଟଯୁଗରେ ଉଭୟ ପୁଅ ଝିଅ ଅଫିସ ଗଲାପରେ ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ସହିତ ଖାଲି ସମୟରେ ଫୋନ ବ୍ୟବହାର କରିବା ଦ୍ୱାରା ଖରାପ ପ୍ରଭାବ ସିଧା ଆଖି ଉପରେ ପଡ଼ିଥାଏ। ଏମିତିକି ଖରା ଆଖିରେ ପଡ଼ିବା ଦ୍ୱାରା ଆଖି ପୋଡ଼ିବା ଆରମ୍ଭ ହୁଏ। ପରେ ଆଖିରୁ ପାଣି…

ଭଗବାନ କାହିଁକି ଆମକୁ ଦୁଇଟି ଆଖି ଦେଇଛନ୍ତି ? କାରଣ ଜାଣିବା ପାଇଁ ପଢନ୍ତୁ ଏହି ରୋଚକ ତଥ୍ୟ

ଆପଣଙ୍କ ମନରେ ବେଳେବେଳେ ନିଶ୍ଚିତ ରୂପେ ପ୍ରଶ୍ନ ଉଠୁଥିବ କାହିଁକି ଆମକୁ ଭଗବାନ ଦୁଇଟି ଆଖି ଦେଇଛନ୍ତି ? ଆମେ କଣ ଗୋଟିଏ ଆଖିରେ ଦୁନିଆକୁ ଦେଖି ପାରି ନଥାନ୍ତୁ ? ଯଦି ଗୋଟିଏ ଆଖିରେ କାମ ହୋଇପାରିଥାନ୍ତା ତେବେ ଦୁଇଟି ଆଖିର ଆବଶ୍ୟକତା କଣ ଥିଲା ? ଖାଲି ଆଖି ନୁହେଁ ଆମର ବହୁତ ଗୁଡିଏ…