ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି, ଯୁବକ ଗିରଫ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିରିଗୋଛା ଗାଁ ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଜଣେ ଯୁବକ ଗିରଫ । ଅଭିଯୁକ୍ତ ଜଣକ ନିକଟସ୍ଥ କ୍ଷେତମୁଣ୍ଡୁଳି ଗାଁର ସୁଧିର ପାତ୍ର । ତା’ର ଠାରୁ, ନକଲି ମାଉଜର୍ ଏବଂ ଗୋଟିଏ ବାଇକ୍ ଜବତ କରିଛି,…