ଭଣ୍ଡ ବାବା ସାଜି ଲୋକଙ୍କୁ ଲୁଟୁଥିଲେ, ସିସିଟିଭି ଯାଞ୍ଚ କରି ୪ଜଣକୁ ଧରିଲା ପୋଲିସ
ବାବା ସାଜି ଲୋକଙ୍କୁ ଠକି ଲୁଟୁଥିଲେ ସୁନା ଗହଣା ଓ ଦାମୀ ଜିନିଷ । କିନ୍ତୁ ଧରା ପଡ଼ିଗଲା ଏ ଭଣ୍ଡବାବାଙ୍କ ଚାଲାକି । ଛଦ୍ମବେଶରେ ନିରୀହ ଲୋକଙ୍କୁ ଚୂନା ଲଗାଉଥିଲେ । କିନ୍ତୁ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଭଣ୍ଡ ବାବାଙ୍କୁ ଧରିଲା ଝାରସୁଗୁଡା ପୋଲିସ ।
ସୂଚନାନୁସାରେ ଗତ…