Below header
Browsing Tag

fake gutkha factory

ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କରାଖାନା ଠାବ: ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି…

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଠାବ ହୋଇଛି ତିନୋଟି ନକଲି ଗୁଟଖା କରାଖନା। ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି। ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେ…

ନକଲି ଗୋଦାମର ପେଣ୍ଠସ୍ଥଳୀ ପାଲଟିଛି ସିଲ୍‌କ ସିଟି ବ୍ରହ୍ମପୁର: ଜବତ ହେଲା ଅସଲି ବ୍ରାଣ୍ଡରେ ନକଲି ଗୁଟଖା, ବ୍ୟବସାୟୀ…

ବ୍ରହ୍ମପୁର: କଟକ ପରେ ନକଲି ଗୋଦାମର ପେଣ୍ଠସ୍ଥଳୀ ପାଲଟିଛି ସିଲ୍‌କ ସିଟି ବ୍ରହ୍ମପୁର। ବଢି ଚାଲିଛି ଭେଜାଲ ଜିନିଷର କାରବାର। କେତେବେଳେ ନକଲି ମସଲା ତ ଆଉ କେତେବେଳେ ନକଲି ଚା। ଗତକାଲି ସକାଳେ ନକଲି ଗୁଟ୍‌ଖା ଜବତ କରାଯାଇଛି । ଅନ୍ଯପଟେ ଗତକାଲି ରାତିରେ ଅପମିଶ୍ରଣ କରାଯାଉଥିବା ଟମାଟୋ ଓ…

ନବରଙ୍ଗପୁର: ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ, ୫ କ୍ୱିଣ୍ଟାଲ ଭାଙ୍ଗ ସହିତ ପ୍ୟାକିଂ ମେସିନ୍ ଜବତ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ାରେ ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ । ୫ କ୍ୱିଣ୍ଟାଲ ଭାଙ୍ଗ ସମେତ ପ୍ୟାକିଂ ମେସିନ, ଜରି ଓ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି । ଏକ ଭଡ଼ା ଘରେ ଚାଲିଥିଲା ଏହି ନକଲି ଗୁଟଖା କାରଖାନା । କାରଖାନା ଚଳାଉଥିବା ଜୁନାଗଡ଼ର ଟିଙ୍କୁ…