ଯାଜପୁର : ଜୀବନ ହାରି ଦେଲେ ଯଦୁନାଥ, ଋଣ ଭାରରେ ବୁଡ଼ିଥିଲେ
ଯାଜପୁର ଟାଉନ(କେନ୍ୟୁଜ୍):ଜୀବନ ହାରିଲେ ଚାଷୀ। ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବରୀ ବୋଦୁଅ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଗାଁର ଯଦୁନାଥ ମଲିକଙ୍କର ମୃତଦେହ କନ୍ତିଆ ରେବଲ ନିକଟ ଘେରା ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା…