ଧାନ ବିକ୍ରି ଦାବିରେ ଅନଶନରେ ବସିଲେ ପଦ୍ମପୁର ଉପଖଣ୍ଡର ଚାଷୀ
ବରଗଡ: ଧାନ ବିକ୍ରି ଦାବିରେ ଅନଶନରେ ବସିଲେ ଚାଷୀ। ବରଗଡ ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ପଦ୍ମପୁର ଉପଖଣ୍ଡର ଚାଷୀ । ଜିଲ୍ଲାରେ ଗତ ନଭେମ୍ବର ୯ ତାରିଖରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ପଦ୍ମପୁର ଉପଖଣ୍ଡର ଚାଷୀ ଟୋକନ ପାଇବା…