ପିଅନ୍ତୁ ଏହି ୩ଟି ଫୁଲର ଚା’, ଖୁବ୍ କମ୍ ଦିନରେ କମିଯିବ ଆପଣଙ୍କ ମୋଟାପଣ
ପେଟ କମାଇବା ପାଇଁ ଲୋକେ ବିଭିନ୍ନ ତରିକା ଆପଣାଇ ଥାଆନ୍ତି। ଯେପରି ମେଶିନ, କ୍ରିମ୍, ତେଲ, ଡାଇଟିଙ୍ଗ୍ ଆଦିର ସାହାରା ନିଅନ୍ତି। କିନ୍ତୁ କେବେ କେବେ ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ ପେଟ କମାଇବାର ଏମିତି ସହଜ ଉପାୟ ବତାଇବାକୁ ଯାଉଛୁ, ଯାହାର କୌଣସି ପାର୍ଶ୍ୱ…