ବେଆଇନ୍ ପଥର ଖଣି ଉପରେ ଚଢାଉ ବେଳେ ଟାଙ୍ଗୀ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ
ଟାଙ୍ଗୀ: ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ।
ଆକ୍ରମଣ ହୋଇଛି ନୟାଗଡ ଜିଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ । ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ । ବେଆଇନ ପଥର ଖଣି ରୁ ପଥର…