Browsing Tag

father’s day article

ମୋ ସମ୍ମାନ ମୋ ସାହସ ମୋ ଗର୍ବ ଆଉ ସବୁଠୁ ବଡ଼ ପରିଚୟ, ସିଏ ହେଉଛନ୍ତି ବାପା…..

ଆମ ଜୀବନର ପରିଧି ମଧ୍ୟରେ ଅନେକ ସମ୍ପର୍କ ଆସେ ଓ ଯାଏ । କିନ୍ତୁ ଏମିତି କିଛି ସମ୍ପର୍କ ଅଛି ଯାହା ଜନ୍ମରୁ ହିଁ ଆମ ସହିତ ରହିଥାଏ । ଯେମିତିକି ଭାଇ ଭଉଣୀର ସମ୍ପର୍କ, ଭଉଣୀ- ଭଉଣୀର ସମ୍ପର୍କ , ଦାଦା- ପୁତୁରା ସମ୍ପର୍କ, ମାମୁଁ- ଭଣଜା ସମ୍ପର୍କ, ଅଜା- ନାତିର ସମ୍ପର୍କ ଏମିତିକି ମା' ଝିଅର…