ପ୍ରେମ ୟାକୁ ବି କୁହନ୍ତି! ଛାତ୍ରୀଙ୍କ ପ୍ରେମରେ ଦିଓ୍ଵାନୀ ହେଲେ ସ୍କୁଲ ଶିକ୍ଷୟିତ୍ରୀ; ପୁଣି ଲିଙ୍ଗ ପରିବର୍ତ୍ତନ କରାଇ…
ରାଜସ୍ଥାନର ଭରତପୁରରେ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରୀଙ୍କୁ ଭଲ ପାଇ ବସିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଛାତ୍ରୀ ମଧ୍ୟ ସେହି ଶିକ୍ଷୟିତ୍ରୀଙ୍କୁ ପ୍ରେମ କରିବା ଆରମ୍ଭ କଲେ। କାହାଣୀ କିନ୍ତୁ ଏଇଠି ଶେଷ ହେଲା ନାହିଁ। ଦୁଇଜଣ ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ପରସ୍ପରକୁ ବିବାହ କରିବାକୁ…