Browsing Tag

FIFA football

ଫିଫା ବିଶ୍ୱକପ୍‌ ଫାଇନାଲ: ଟାଇଟଲ୍‌ ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ

କେନ୍ୟୁଜ୍: ଫିଫା ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ । ୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍‌ ପାଇଁ ଲଢ଼ିବ । ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରିଥିଲା । ଚତୁର୍ଥ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଲଗାତାର ଦ୍ୱିତୀୟ ଥର…

କ୍ରୋଏସିଆ ମଡେଲ Ivana Knöllଙ୍କ ଭବିଷ୍ୟବାଣୀ, ସେମିଫାଇନାଲରେ କ୍ରୋଏସିଆ ଜିତିବ !

ଫିଫା ବିଶ୍ୱକପ ୨୦୨୨ ଏବେ ଅନ୍ତିମ ପର୍ଯ୍ୟାୟରେ । ବିଶ୍ୱକପରେ ଲିଗ୍‌ ଷ୍ଟେଜ୍‌ଠାରୁ ଆରମ୍ଭ କରି କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଖେଳ ସରିଯାଇଛି । ଏବେ ବାକି ରହିଛି ସେମିଫାଇନାଲ ଏବଂ ଫାଇନାଲ । ଆସନ୍ତା ଡିସେମ୍ବର ୧୪ ଏବଂ ୧୫ ତାରିଖରେ ୪ଟି ଟି ଟିମ୍‌ଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ପ୍ରଥମ…

ଆଜିଠୁ ଫୁଟବଲ ମହାକୁମ୍ଭ: ଉଦ୍‌ଘାଟନୀ ମ୍ୟାଚରେ କାତାର-ଇକ୍ୱେଡର ମଧ୍ୟରେ ମୁକାବିଲା

କେନ୍ୟୁଜ: ଆଜିଠୁ ଫୁଟବଲ ମହାକୁମ୍ଭ । କତାରରେ ଖେଳାଯିବ ଫୁଟବଲ ବିଶ୍ୱକପ୍‌ । ଉଦ୍‌ଘାଟନୀ ମ୍ୟାଚରେ କାତାର-ଇକ୍ୱେଡର ମଧ୍ୟରେ ହେବ ମୁକାବିଲା। ବିଶ୍ୱର ସବୁଠୁ ବଡ଼ କ୍ରୀଡା ଇଭେଣ୍ଟ ପାଇଁ ପ୍ରସ୍ତୁତ ହୋଇ ରହିଛି ଷ୍ଟାଡିୟମ୍‌ ଓ ଖେଳାଳି । ୮ଟି ଷ୍ଟାଡିୟମରେ ଖେଳାଯିବ ୬୪ଟି ମ୍ୟାଚ୍‌ । ଭାଗନେବେ…

ଆଜିଠୁ ଫୁଟବଲ ମହାକୁମ୍ଭ, କମ୍ପିବ କଳିଙ୍ଗ ଷ୍ଟାଡିୟମ: ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା

ଭୁବନେଶ୍ୱର(କେନ୍ୟୁଜ୍):  ଆଜିଠୁ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍‌ । କମ୍ପିବ କଳିଙ୍ଗ ଷ୍ଟାଡିୟମ । ୪ଟି ଗ୍ରୁପରେ ୧୬ଟି ଦେଶର ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା ।…