Browsing Tag

film poster

ସିଦ୍ଧାର୍ଥଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ‘ଇଣ୍ଡିଆନ୍ 2’ ପୋଷ୍ଟର, ଫିଲ୍ମ ରିଲିଜକୁ ନେଇ ଅପେକ୍ଷାରେ…

ଅନେକ ବଲିଉଡ ଫିଲ୍ମରେ ନିଜର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧାର୍ଥ ସୂର୍ଯ୍ୟନାରାୟଣଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଆଜି ସେ ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ମେକର୍ସଙ୍କ ଏହି ଖାସ୍‌ ପୋଷ୍ଟ ତାଙ୍କ ଜନ୍ମଦିନକୁ ଆହୁରି ଖାସ୍‌ କରିଛି । ଫିଲ୍ମ 'ଇଣ୍ଡିଆନ୍ 2' ହେଉଛି…

ସାମ୍ନାକୁ ଆସିଲା ମନୋଜ ବାଜପେୟୀଙ୍କ ୧୦୦ ତମ ଫିଲ୍ମର ନାମ, ଜାଣନ୍ତୁ ରିଲିଜ ଡେଟ୍‌

ମନୋଜ ବାଜପେୟୀଙ୍କ ନାମ ସେହି ଫିଲ୍ମ ଅଭିନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନେ ସେମାନଙ୍କର ଦମ୍‌ଦାର ଅଭିନୟ ସହିତ ଦର୍ଶକଙ୍କ ମନ ଜିତଥାନ୍ତି । ତେବେ ମନୋଜ ବାଜପେୟୀ ‘ଦି ଫ୍ୟାମିଲି ମ୍ୟାନ୍’, ‘ସତ୍ୟ’, ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ମନୋଜ ଗତ…

ଥମୁନି କାଳୀ ପୋଷ୍ଟର ବିବାଦ: ଲୀନା ମଣିମେକଲାଇଙ୍କ ସମେତ ୬ ଜଣଙ୍କୁ ସମନ ପଠାଇଲେ ଦିଲ୍ଲୀ କୋର୍ଟ

ଥମୁନି ‘କାଳୀ’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଏନେଇ ଅଗଷ୍ଟ ୬ ତାରିଖରେ ମାମଲାର ଶୁଣାଣି ହେବ। ଦେବୀ…

କାଳୀଙ୍କ ପରେ ଏବେ ଶିବ-ପାର୍ବତୀ ସିଗାରେଟ୍‌ ଟାଣୁଥିବା ଫଟୋ ସେୟାର କଲେ ଫିଲ୍ମ ନିର୍ମାତା ଲୀନା, ପୁଣି ଛନ୍ଦି ହେଲେ…

କାଳୀ ଫିଲ୍ମର ପୋଷ୍ଟର ଉପରେ ବିବାଦ ମଧ୍ୟରେ ନିର୍ଦ୍ଦେଶକ ଲୀନା ମଣିମେକଲଇ ଏବେ ପୁଣି ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ପୋଷ୍ଟକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ପୂର୍ବରୁ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବାର ଫଟୋ ସେୟାର କରିଥିବା ଲୀନା ଏବେ ପୁଣିଥରେ ନିଜ ସୋସିଆଲ…

‘ମା’ କାଳୀ’ ସିଗାରେଟ୍‌ ଟାଣୁଥିବାର ଦେଖି ତାତିଲେ ଲୋକେ! ଫିଲ୍ମର ପୋଷ୍ଟର ସୃଷ୍ଟି କଲା ବିବାଦ

କିଛି ଦିନ ତଳେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା, ଯେଉଁଥିରେ 'ମା’ କାଳୀ'ଙ୍କ ଫଟୋ ଦେଖିବାକୁ ମିଳିଥିଲା। ପୋଷ୍ଟରରେ କେବଳ ମା’ଙ୍କ ଫଟୋ ନ ଥିଲା, ବରଂ ଏମିତି କିଛି ଜିନିଷକୁ ଦେଖାଯାଇଥିଲା, ଯାହାକି ବର୍ତ୍ତମାନ ବିବାଦର କାରଣ ପାଲଟିଛି। ଫିଲ୍ମର ପୋଷ୍ଟର ସାମ୍ନାକୁ…