Browsing Tag

film Radhe

ସଲମାନଙ୍କ ବାପାଙ୍କୁ ବି ପସନ୍ଦ ଆସିଲାନି ‘ରାଧେ’, କହିଲେ ଏମିତି କଥା

କେବଳ ଫ୍ୟାନଙ୍କୁ ନୁହେଁ, ସଲମାନଙ୍କ ବାପାଙ୍କୁ ମଧ୍ୟ ପସନ୍ଦ ଆସିନି ରାଧେ। ଏକଥା ସେ ନିଜେ ହିଁ କହିଛନ୍ତି। ବରିଷ୍ଠ ଲେଖକ ତଥା ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନ କହିଛନ୍ତି, ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ ଏକ ଭଲ ଫିଲ୍ମ ନୁହେଁ। ଏଥିପାଇଁ ଲେଖକଙ୍କୁ ଦାୟୀ କରିଛନ୍ତି ସଲିମ। ଏଥିସହ…

ସେନ୍ସର ବୋର୍ଡ ନୁହେଁ ସଲମାନ ନିଜେ କାଟିଲେ ଫିଲ୍ମ ‘ରାଧେ’ର ୨୧ଟି ସିନ୍, ଜାଣନ୍ତୁ କାହିଁକି ?

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ଅନେକ ଦିନରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲରରୁ ଆରମ୍ଭ କରି ଗୀତ ପର୍ଯ୍ଯନ୍ତ ସବୁକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। କୁହାଯାଉଛି କି, ଫିଲ୍ମଟି ୧୩ ମଇରେ ଇଦ ଅବସରରେ ରିଲିଜ ହେବ। ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।…

ଅପେକ୍ଷାର ହେଲା ଅନ୍ତ, ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍ ରିଲିଜ୍‌

ସଲମାନ୍ ଖାନ୍ ନିଜ ଫ୍ୟାନ୍ସଙ୍କୁ ଇଦ୍ ଟ୍ରିଟ୍ ଦେଇଛନ୍ତି। ରିଲିଜ୍ ହୋଇଛିଭାଇଜାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର। ସୋସିଆଲ ମିଡିଆରେ ସଲମାନଙ୍କ ଫ୍ୟାନ୍ସ ବହୁତ ଏକ୍ସାଇଟେଡ ଅଛନ୍ତି ଏହି ଫିଲ୍ମକୁ ନେଇ। ଟ୍ଵିଟର ଏବଂ ଇନଷ୍ଟାରେ ରାଧେ ହ୍ୟାସଟ୍ୟାଗ…

ସଲମାନଙ୍କ ଫ୍ଯାନଙ୍କୁ ବଡ ଝଟକା, ରିଲିଜ ହେବନି ଭାଇଜାନଙ୍କ ଫିଲ୍ମ ‘ରାଧେ’

ଫିଲ୍ମ ଇଣ୍ଡଷ୍ଟ୍ରୀରେ କରୋନା କାୟା ମେଲାଇଲାଣି। ଏହା ମଧ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ଯରେ ନାଇଟ କର୍ଫ୍ଯୁ ଲାଗୁ ହୋଇଗଲାଣି। ବଲିଉଡର ବଡ ବଡ ସେଲିବ୍ରିଟି କରୋନା ସଂକ୍ରମିତ ହେଲେ। ଖାସ୍ କରି ଏଥିପାଇଁ ସଲମାନଙ୍କ ଫ୍ଯାନଙ୍କୁ ବଡ ଝଟକା ଲାଗିଛି। ସଲମାନଙ୍କ ବହୁ…