Browsing Tag

finance department

ଏଣିକି ବାବୁ ମାନେ ମନଇଚ୍ଛା ଗାଡି ଚଢି ପାରିବେନି ଗାଡ଼ି, ଅଫିସରଙ୍କ ଗସ୍ତ ସ୍ଥିର କଲେ ସରକାର

ଭୁବନେଶ୍ୱର (କେନ୍ୟୁଜ): ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ । ଏଣିକି ସରକାରୀ ଅଧିକାରୀମାନେ ଆଉ ମନଇଚ୍ଛା ଗାଡ଼ି ଚଢ଼ିପାରିବେ ନାହିଁ । କେଉଁ ଅଫିସର କେତେ କିଲୋମିଟର ଗସ୍ତ କରିବେ ସେନେଇ ଧାର୍ଯ୍ୟ କରାଯାଇଛି । ଏଥିସହିତ ଗାଡ଼ିର ମାସିକ ଭଡ଼ା ମଧ୍ୟ ସ୍ଥିର ହୋଇଛି । ମନ୍ତ୍ରୀଙ୍କଠୁ ଆରମ୍ଭ…

ଇନକମ ଟାକ୍ସ ସ୍ଲାବରେ ସରକାର କରିବେ ବଡ଼ ପରିବର୍ତ୍ତନ, ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ହେବ ଟାକ୍ସ ଫ୍ରି

ଟାକ୍ସ ଦାତାଙ୍କ ପାଇଁ ଆସିଲା ବଡ଼ ଖବର। ଯଦି ଆପଣ ବି ଟାକ୍ସ ଭରୁଛନ୍ତି ତେବେ ହୋଇଯାନ୍ତୁ ଖୁସି। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ଆଉ ଦେବେନାହିଁ ଟାକ୍ସ। ସରକାର ଏହାକୁ ନେଇ ଏକ ବଡ଼ ପ୍ଳାନ କରୁଛନ୍ତି। ୫ଲକ୍ଷ ପର୍ଯ୍ୟନ୍ତ ଇନକମ ଉପରେ ଛାଡ଼ ହେବ ଟାକ୍ସ। ଏଥର ବଜେଟରେ ବିତ୍ତମନ୍ତ୍ରୀ…

ଅର୍ଥ ବିଭାଗର କଡ଼ା ଚିଠି, ତତ୍‌କ୍ଷଣାତ ଜରୁରୀ ନଥିଲେ ଟ୍ରେଜେରୀରୁ ଟଙ୍କା ଉଠାଣ ନାହିଁ

ବିଭିନ୍ନ ବ୍ୟାଙ୍କରେ ରହୁଛି ସରକାରୀ ଟଙ୍କା । ବଡ଼ ଧରଣର ଡିପୋଜିଟ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହେଉଛି । ସରକାରୀ ଡିପୋଜିଟ୍‌ ବିବାଦ ପରେ କଠୋର ହୋଇଛି ରାଜ୍ୟ ଅର୍ଥ ବିଭାଗ । ଅର୍ଥ କେମିତି ଖର୍ଚ୍ଚ କରିବେ ବିଭିନ୍ନ ବରିଷ୍ଠ ପ୍ରଶାସନିକ…

ବଜାରକୁ ଆସିବ ନୂଆ ଏକ ଟଙ୍କିଆ ନୋଟ, ରହିବ ଏହିସବୁ ବିଶେଷତ୍ୱ

ଭାରତରେ ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ। କେନ୍ଦ୍ର ସରକାର ଏହି ଏକ ଟଙ୍କିଆ ନୂଆ ନୋଟକୁ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଏହି ନୋଟ୍‌ର ପ୍ରିଣ୍ଟିଂ ଆରବିଆଇ ନୁହେଁ ବରଂ ବିତ୍ତ ମନ୍ତ୍ରଣାଳୟ କରିବ। ଏହି ନୋଟ୍‌ରେ କିଛି ବିଶେଷତ୍ୱ ରହିବ। - ଏକ ଟଙ୍କିଆ ନୂଆ ନୋଟରେ…