Below header
Browsing Tag

fine

ରାଜଧାନୀରେ ବିକଟାଳ ଶବ୍ଦ କରୁଥିବା ବାଇକ୍ ଧରପଗଡ଼ ଆରମ୍ଭ, ୧୫ଟି ଗାଡିକୁ ୧ହଜାର ଲେଖାଏଁ ଜରିମାନା ଆଦାୟ

ଭୁବନେଶ୍ବର: ବାଇକ୍ ଗୁଡିକର ବିକଟାଳ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ। ହର୍ଣ୍ଣର ଶବ୍ଦ ଏତେ ବିକଟାଳ ଓ ପ୍ରଚଣ୍ଡ ଯେ ସାଧାରଣ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି। ବିଶେଷକରି ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଉପରେ ଏହାର ଅଧିକ କୁ-ପ୍ରଭାବ ପଡ଼ୁଛି। ଏହି ହର୍ଣ୍ଣ ଯୋଗୁଁ ରାଜଧାନୀର…

ଜିଏସ୍‌ଟି ଠକେଇ ଅଭିଯୋଗ, ପଞ୍ଜାବରୁ ଆସୁଥିବା ଟ୍ରକ୍ ଉପରେ କଳାହାଣ୍ଡିରେ ଲାଗିଲା ୧ ଲକ୍ଷ ୮୨ହଜାର ୨୫୨ଟଙ୍କା ଜରିମାନା

କଳାହାଣ୍ଡି: ଟ୍ରକକୁ ବଡ ଫାଇନ୍‌ । ପଞ୍ଜାବରେ ଠକେଇ, କଳାହାଣ୍ଡିରେ ଜବତ। ଜିଏସ୍‌ଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକ ଉପରେ ୧ ଲକ୍ଷ ୮୨ହଜାର ୨ଶହ ୫୨ଟଙ୍କା ଜରିମାନା । ଭବାନୀପାଟଣା ଏନ୍‌ଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢାଉରେ ଧରାପଡିବା ପରେ ଜିଏସ୍‌ଟି ଫାଙ୍କିବା ନେଇ…

ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଲା ନାବାଳକ ସ୍କୁଟି ଚାଳକ, ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ଚାଳକ ନାବାଳକ ହୋଇଥିବାରୁ ଫାଇନ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲେନ୍‌ର ଜଣେ ନାବାଳକ ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ ।…

ନାବାଳକଙ୍କୁ ୨୯ ହଜାର ଟଙ୍କାର ଫାଇନ, ତିନି ଜଣଙ୍କୁ ବସାଇ ଚଲାଉଥିଲେ ଗାଡି

ସମ୍ବଲପୁର(କେ ନ୍ୟୁଜ): ସମ୍ବଲପୁରରେ ଜଣେ ନାବାଳକଙ୍କୁ ୨୯ ହଜାର ଟଙ୍କାର ଫାଇନ  । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି 3 ଜଣଙ୍କୁ ବସାଇ ନେଉଥିବାରୁ ତାଙ୍କ ଉପରେ ଏହି ଫାଇନ ଲଗାଯାଇଥିବା ଜଣାଯାଇଛି  ।

ନାବାଳକ ସ୍କୁଟି ଚାଳକଙ୍କୁ ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ, ଗାଡି ନେଇ ଯାଉଥିବାବେଳେ ଧରାପଡିଲେ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳକ ସ୍କୁଟି ଚଲାଇ ଫସିଛନ୍ତି । ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ । ଆରଟିଓ ବିଭାଗ ଟ୍ରାଫିକ ଏଏସଆଇ ପହଞ୍ଚି…

ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ୍‌ ଚଲେଇବା ପଡିଲା ମହଙ୍ଗା: ନାବାଳକ ଉପରେ ଲାଗିଲା ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ୍‌ ଚଳାଇବା ଜଣେ ନାବାଳକକୁ ପଡିଲା ମହଙ୍ଗା। ମୋଟର ଯାନ ଆଇନ ଉଲ୍ଲଂଘନକୁ ନେଇ ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆରଟିଓ-୧ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ସମ୍ପୃକ୍ତ ନାବାଳକ ଧରାପଡ଼ିବା ପରେ ଆଇନ ଅନୁଯାୟୀ ତାଙ୍କ ବାଇକ୍‌ ଜବତ କରାଯିବା ସହ ୨୫…

ଉଲ୍ଲଙ୍ଘନକାରୀଙ୍କୁ ମୋଟା ତଣ୍ଡ, ବାଇକ ଆରୋହୀଙ୍କୁ ୨୨ ହଜାର ୫୦୦ ଟଙ୍କାର ଫାଇନ

ସୁନ୍ଦରଗଡ଼: ଜାନୁଆରି ପହିଲାରୁ ପୁଣି ଥରେ କଡାକଡି ଭାବେ ପାଳନ ହେବ ଟ୍ରାଫିକ ନିୟମ । କିନ୍ତୁ ଏହାର ଠିକ ପୁର୍ବରୁ ରାଜଗାଙ୍ଗପୁରରେ ପୋଲିସ ଓ ପରିବହନ ବିଭାଗର ମିଳିତ ଯାଂଚ ବେଳେ ଜଣେ ବାଇକ ଚାଳକ ଧରାପଡିଛନ୍ତି । ତାଙ୍କ ଠାରୁ ୨୨ ହଜାର ୫୦୦ ଟଙ୍କାର ଫାଇନ କଟାଯାଇଛି। ପୋଲିସ ଓ ପରିବହନ…

ଗ୍ରାମାଞ୍ଚଳରେ ପ୍ରଥମଥର, ନାବାଳକ ବାଇକ୍‌ ଚାଳକକୁ ଲାଗିଲା ୩୦ ହଜାର ଟଙ୍କାର ଫାଇନ୍‌

ଟାଙ୍ଗୀ (କେନ୍ୟୁଜ୍‌) : ତାଗିଦ ପରେ ଏବେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ମଟର ଯାଞ୍ଚ ବେଳେ ଜଣେ ନାବାଳକ ବାଇକ୍‌ ଚାଳକକୁ ଲାଗିଛି ୩୦ ହଜାର ଟଙ୍କାର ଫାଇନ୍‌ । ଖୋର୍ଦ୍ଧା ଜିଲ୍ଲା ଅଧୀନ କୁହୁଡି ଫାଣ୍ଡି ପୋଲିସ୍ ଓ ଭୁବନେଶ୍ୱର ଏମଭିଆଇ ମିଳିତ ଯାଞ୍ଚ ବେଳେ ଏହି ଘଟଣା ଘଟିଛି । ଯାଞ୍ଚ ଅଧିକାରୀଙ୍କ…

ବିନା ପରମିଟ୍‌ ତା ସାଙ୍ଗକୁ ଓଭର୍‌ ଲୋଡିଂ, ଟ୍ରକ୍‌କୁ ଲାଗିଲା ୮୭ ହଜାର ଟଙ୍କାର ଫାଇନ୍‌

ଭଦ୍ରକ: ଟ୍ରକ୍‌ଟି ଓଭରଲୋଡିଂ ତ କରିଥିଲା ତା ସହିତ ଚାଲୁଥିଲା ବିନା ପରମିଟ୍‌ରେ । ଏଭଳି ଏକ ଆଇରନ ବୋଝେଇ ଟ୍ରକ୍‌କୁ ଲାଗିଲା ମୋଟା ଅଙ୍କର ଜୋରିମାନା । ୮୭ ହଜାର ୬ ଶହ ୨୦ ଟଙ୍କା । ଏହି ଜରିମାନା ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ସୂଚନା ଅନୁଯାୟୀ, ଆଇରନ ବୋଝେଇ ଟ୍ରକଟି…

ଦୁଇ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିବା ପଡିଲା ମହଙ୍ଗା, ଗଣିଲେ ୫୦ହଜାର ଟଙ୍କାର ଜରିମାନା

ଗଂଜାମ: ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦୁଇ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିବା ପଡିଲା ମହଙ୍ଗା ।  ଗଂଜାମ ଜିଲ୍ଲା କୁକୁଡାଖଣ୍ଡିରେ ପି,ସୁବାଷ ନାମକ ଜଣେ ବ୍ୟକ୍ତି ଦୁଇ ହଜାର ଲୋକଙ୍କ ପାଇଁ ଭୋଜି ରୋଷେଇ କରିଥିବା ବେଳେ ଖବର ପାଇ ତହସିଲଦାର ଡଃ ଇସ୍ପିତା ପ୍ରିୟଦର୍ଶିନୀ ମିଶ୍ର…

ଏତେଥର ଭାଙ୍ଗିଥିଲେ ଟ୍ରାଫିକ ନିୟମ ଯେ ପୋଲିସବାଲା ଧରାଇଲେ ଦୁଇ ମିଟର ଲମ୍ବା ଚାଲାଣ

ପ୍ରତିଦିନ ଟ୍ରାଫିକରେ ପ୍ରାୟ ଅଧିକାଂଶ ଲୋକଙ୍କର ଚାଲାଣ କଟିଥାଏ । କାହାର ଟିକିଏ ଛୋଟ ଆମାଉଣ୍ଟ ଥାଏ ତ କାହାର ବଡ ଆମାଉଣ୍ଟ କିନ୍ତୁ ନିକଟରେ ବାଙ୍ଗାଲୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ବାଇକ ଚାଳକଙ୍କ ନିକଟକୁ ଏତେ ଲମ୍ବା ଚାଲାଣ…