ମାର୍କେଟକୁ ଆସିଲା ଫିଙ୍ଗରପ୍ରିଣ୍ଟ ଲକ୍, ଜାଣନ୍ତୁ କେତେ ରହିଛି ଦାମ
ଅନେକ ଥର ଆପଣ ଘରୁ ବାହାରକୁ ଗଲେ ଚାବି ହଜିଯାଏ । ଆଉ ଆପଣ ଘରକୁ ଆସି ଚାବି ନପାଇ ଟେନସନ ହୋଇଯାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ତାଲା ଭାଙ୍ଗିବାକୁ ବାଧ୍ୟ ହୁଅନ୍ତି । ଅନ୍ୟପଟେ ଆପଣ ବାହାର ସ୍ଥାନକୁ ବୁଲିବାକୁ ଯାଇଥିବା ସମୟରେ ଚୋରମାନେ ବି ତାଲା ଭାଙ୍ଗି ଘରେ ଚୋରି କରନ୍ତି । ଏହି ସବୁ…