ଗର୍ଭବତୀ ବୋଲି ଜଣାଇବାରୁ ଚାକିରିରୁ ବିଦା କରିଦେଲେ ବସ୍; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ! ଏବେ ୧୫ ଲକ୍ଷ ଗଣିବ…
ଜଣେ ମହିଳା ଗର୍ଭବତୀ ଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ଏହି ଘଟଣାରେ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏକ ରିପୋର୍ଟ ମୁତାବକ, ପ୍ରଶାସିନକ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ଗର୍ଭବତୀ ଥିବା ନେଇ ନିଜ ବସ୍ଙ୍କୁ…