Below header
Browsing Tag

firing

ଦୀପାବଳିରେ ପୁରୀରେ ଫୁଟିଲା ଗୁଳି! ଜଣେ ମୃତ, ଅନ୍ଯ ଜଣେ ଯୁବକ ଆହତ

ପୁରୀ(କେନ୍ୟୁଜ୍): ଦୀପାବଳିରେ ପୁରୀରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶଙ୍କର ବେହେରା । ଆଜି ତାଙ୍କର ମୃତଦେହ ବ୍ୟବଛେଦ କରାଯିବ । ଆଉ ଜଣେ ଯୁବକ ଆହତ ହୋଇଛନ୍ତି । ଚନ୍ଦନପୁର ଥାନା ଥେଣ୍ଟପୁର ଗାଁରେ ଗତକାଲି ଗୁଳିକାଣ୍ଡ ହୋଇଥିଲା । ପୂର୍ବ ଶତ୍ରୁତାକୁ…

ପିପିଲିରେ ଯୁବକଙ୍କୁ ଗୁଳିମାଡ଼, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ସନ୍ଦେହ

ପିପିଲି (କେନ୍ୟୁଜ୍) : ପିପିଲିରେ ଯୁବକଙ୍କୁ ଗୁଳିମାଡ଼ । ଯୁବକଙ୍କ ଜଙ୍ଘରେ ବାଜିଛି ଗୁଳି । ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଗୁରୁତର ଯୁବକ ହେଲେ ପିପିଲି ଥାନା ଉଜାଣିପଡା ଗାଁର ସନାତନ ପ୍ରଧାନ । ଗୁରୁତର ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ପ୍ରଥମେ…

ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗୁଳିମାଡ଼, ୨ ଆହତ

ବାଙ୍କୀ(କେନ୍ୟୁଜ୍): ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଗୁଳିକାଣ୍ଡ ଘଟିଛି । ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା…

ଆମେରିକାରେ ପୁଣି ଗୁଳିମାଡ଼ : ନାବାଳକର ଗୁଳିରେ ପୋଲିସ ଅଧିକାରୀ ସମେତ ୫ ମୃତ

ନୂଆଦିଲ୍ଲୀ : ଆମେରିକାରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଏଥର ଉତ୍ତର କାରୋଲିନା ସହରରେ ଗୁଳି ବିନିମୟ ହେତୁ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।ଏହି ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣକ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଅଭିଯୁକ୍ତ ଜଣେ…

ବାଲେଶ୍ୱର ଚାନ୍ଦିପୁର ଆଇଟିଆର ସମୁଦ୍ର ସୀମା ନୋ ଏଣ୍ଟ୍ରି ଜୋନରେ ଗୁଳିମାଡ଼: ଜଣେ ମତ୍ସ୍ୟଜୀବୀ ମୃତ, ଅନ୍ୟ ଜଣେ ଗୁରୁତର

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆର ସମୁଦ୍ରସୀମା ନୋ ଏଣ୍ଟ୍ରି ଜୋନରେ ଗୁଳିମାଡ଼। ଜଣେ ମତ୍ସ୍ୟଜୀବୀ ମୃତ, ଅନ୍ୟ ଜଣେ ଗୁରୁତର। ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଇଟିଆର ସମୁଦ୍ର ସୀମା ଅଞ୍ଚଳର ନୋ ଏଣ୍ଟ୍ରି ଜୋନରେ…

ସ୍ୱାମୀକୁ ଟାର୍ଗେଟ୍ ବେଳେ ସାମ୍ନାକୁ ଚାଲି ଆସିଲେ ସ୍ତ୍ରୀ, ଗୁଳିମାଡରେ ଚାଲିଗଲା ଜୀବନ

ନୂଆପଡ଼ା (କେନ୍ୟୁଜ୍): ନୂଆପଡ଼ା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ଶରତ ସାହୁଙ୍କ ସ୍ତ୍ରୀ କୁମୁଦିନୀ ଶବର । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ । ଗୁଳିମାଡ଼ କରିଥିଲେ ଗ୍ରାମରକ୍ଷୀଙ୍କ ପୁଅ ନୀଳାମ୍ବର ସୁନା । ଦାଦାବଟି ନ ଦେବାରୁ…

କାନାଡ଼ାରେ ୫ଟି ସ୍ଥାନରେ ଗୁଳି ମାଡ଼ କରି ୨ ଜୀବନ ନେଲା ଦୁର୍ବୃତ୍ତ, ଟାର୍ଗେଟରେ ଥିଲେ ଘର ନଥିବା ଲୋକ

କାନାଡ଼ାର ଭ୍ୟାନ୍‌କୋଭରଠାରେ ଭୟଙ୍କର ଗୁଳିକାଣ୍ଡ। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଲେଂଗଲୀ ଓ ଲେଂଗଲୀ ଟାଉନ୍‌ସିପ୍‌ରେ ୫ଟି ସ୍ଥାନରେ ଫାୟାରିଂ ହୋଇଛି। ସମସ୍ତ ସ୍ଥାନରେ ଗୋଟିଏ ବ୍ୟକ୍ତି ହିଁ…

ସପିଂ ମଲ୍‌ରେ ଗୁଳିକାଣ୍ଡ: ୩ ମୃତ, ତିନି ଗୁରୁତର

ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଂମଲରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପୋଲିସ ଘଟଣାସ୍ଥଳରୁ ଜଣକ ଗିରଫ କରିଛି। କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ…

ଆମେରିକାରେ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା, ଜଣେ ପିଲା ମୃତ

ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ…

ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫାୟାରିଂ, ମହିଳାଙ୍କୁ ଗୁଳିମାରି ଶେଷରେ ଜୀବନ ହାରିଲେ ପୋଲିସ ବାବୁ

ନୂଆଦିଲ୍ଲୀ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ…

ପୁରୀ ଗୁଳିକାଣ୍ଡ ଓ ଛୁରାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତାକୁ ନେଇ ହତ୍ୟା…

ପୁରୀ(କେନ୍ୟୁଜ୍‌): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ହୋଇଛି। ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ରଙ୍କୁ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତା ବୋଲି ସନ୍ଦେହ…

ଟେକ୍ସାସରେ ଛାତିଥରା ଘଟଣା: ସ୍କୁଲ୍ ଭିତରେ ପଶି ୧୮ ବର୍ଷୀୟ ଯୁବକର ଆଖି ବୁଜା ଗୁଳିମାଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୁଳିମାଡରେ ୧୮ ଜଣ ଛାତ୍ରଛାତ୍ରୀ ମୃତ । ଜଣେ ୧୮ ବର୍ଷୀୟ ଯୁବକ ଟେକ୍ସାସର ରୋବ ଆଲିମେଣ୍ଟରୀ ସ୍କୁଲରେ ପଶି ଆଖି ବୁଜାଗୁଳି ମାଡ କରିଛି । ଏଥିରେ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପୋଲିସର ପାଲଟା…