Browsing Tag

firing

ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା, ୧୧ ଗିରଫ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୧ ଗିରଫ। ଯଶୀପୁର ପୋଲିସ ୧୧ଜଣଙ୍କୁ ଗିରଫ କରିବା ସହ ୪ ଚକିଆ ଗାଡ଼ି ୩ଟି ଓ ଗୋଟିଏ ଟ୍ରକ ଜବତ କରିଛି। ସେମାନଙ୍କ ଠାରୁ ବନ୍ଧୁକ ସହ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV…

ଭିଡ଼ ଭିତରେ କାର୍‌ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତି ଥରା ଦୃଶ୍ୟ, ଦେଖନ୍ତୁ…

ଦିଲ୍ଲୀ: ଦିଲ୍ଲୀର ସୁବାସ ନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ମଣ୍ଡି ୟୁନିୟନ୍‌ର ଚେୟାରମ୍ୟାନ୍‌ ଓ ତାଙ୍କ ଭାଇଙ୍କ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି। କେହି ଦୁର୍ବୃତ୍ତ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ହରିନଗର…

କେତେ ସୁରକ୍ଷିତ ଶିମିଳିପାଳ? ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର, ଉଦ୍ଧାର କରିବାକୁ ଲାଗିଗଲା ୧୨ଘଣ୍ଟା

ଉଦଳା(କେନ୍ୟୁଜ୍) : ଶିମିଳିପାଳରେ ଚାଲିଛି ଅଖଣ୍ଡ ଶିକାର । ଶିକାରୀମାନେ ରୀତିମତ ଶିକାର ଚଳାଇଛନ୍ତି । ଯାହାର ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ବି ବୁଝିଯିବେ ଶିମିଳିପାଳ କେତେ ସୁରକ୍ଷିତ ଏବଂ କେମିତି ଚାଲିଛି ଶିକାର । ଗତକାଲି ଡୁକୁରା ରେଞ୍ଜ ଭଞ୍ଜବସା…

ପୋଖରୀ ଖୋଳାକୁ ନେଇ ଗଡିଲା ମୁଣ୍ଡ: ଘର ବାରଣ୍ଡାରେ ବସିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ମାଡ

ଢେଙ୍କାନାଳ(କେନ୍ୟୁଜ୍): ପୋଖରୀ ଖୋଳାକୁ କେନ୍ଦ୍ରକରି ଗୁଳିମାଡ଼। ଢେଙ୍କାନାଳ ସଦର ଥାନା କନ୍ଧପାଳ ଗାଁରେ ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଦଳେଇ ନାୟକ। ତାଙ୍କୁ ୫୬ ବର୍ଷ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। କିଛି ଦିନ ହେଲା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଯାହାର…

ଡ୍ରେନ୍ କାର୍ଯ୍ୟକୁ ନେଇ ବଚସା ପରେ ଗୁଳି ମାରି ହତ୍ୟା, ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ବାଲେଶ୍ୱର(କେନ୍ୟୁଜ): ଗୁଳିକାଣ୍ଡରେ ଯୁବକ ମୃତ । ଡ୍ରେନ କାର୍ଯ୍ୟକୁ ନେଇ ବଚସା ପରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହର ଟାଉନ୍‌ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ କୁଡ଼ିଆ ଅଞ୍ଚଳର ରାଜେଶ ପଣ୍ଡା । ଏକ ଠିକା ସଂସ୍ଥାରେ ସେ…

ରାଜନୈତିକ କାରଣ ନା ଆଉ କିଛି? ନବନିର୍ବାଚିତ ସମିତି ସଭ୍ୟାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସି ସ୍ୱାମୀଙ୍କୁ ଗୁଳି କରି…

କଣ୍ଟାବାଞ୍ଝି(କେନ୍ୟୁଜ): ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା। ଗୁଳି ମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଜୀବନ । ବଲାଙ୍ଗିର ବେଳପଡା ବ୍ଲକ ବାଗଡୋର ପଞ୍ଚାୟତରେ ଘଟିଛି ଏହି ଦୁଃଖଦ ଘଟଣା । ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ମୃତ୍ୟ ହୋଇଛି । ଏହି…

ଖୋର୍ଦ୍ଧା ଭୂଷଣ୍ଡପୁରରେ ଦୋଳ ମେଲଣରେ ଅଘଟଣ, ବାଣ ଫୁଟାଉଥିବା ବେଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ଦୋଳ ମେଲଣ ବେଳେ ଅଘଟଣ । ବାଣ ଫୁଟାଉଥିବାହେବଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ। ଯୁବକଙ୍କ ନାଁ ନାରାୟଣ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ ଦୋଳ ମେଲଣ ଚାଲିଥିବାବେଳେ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ହାର୍ଡକୋର ନକ୍ସଲ୍ ନିହତ

ମାଲକାନଗିରି(କେନ୍ଯୁଜ୍): ପୋଲିସ- ମାଓବାଦୀ ଗୁଳିବିନିମୟରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଉସୁର ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ମାଓବାଦୀ ସୁଧାକରର ମୃତ୍ୟୁ ହୋଇଛି।…

ପୁରୀରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି, ଗୁରୁତର ଆହତ ମହିଳା ଚିକିତ୍ସାଳୟରେ ଭର୍ତ୍ତି

ପୁରୀ(କେନ୍ଯୁଜ୍): ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି। ପୁରୀରେ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଗୁରୁତର ହେବାରୁ ତାଙ୍କୁ କଟକ ବଡ…

ଯାଜପୁର ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼, ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ସ୍ଥାନୀୟ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ। ସେ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିବା ବେଳେ ୩ଜଣ ଦୁର୍ବୁତ୍ତ…

ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟଣା: ଜଣେ ମୃତ, ଜଣେ ଆହତ

ରାଉରକେଲା(କେନ୍ଯୁଜ୍): ଷ୍ଟିଲ୍‌ ସିଟିରେ ଗୁଳିକାଣ୍ଡ । ଜଣେ ମୃତ, ଜଣେ ଆହତ । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟିଛି । ଘର ଆଗରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ କରିଥିଲେ । ମୃତକ ହେଲେ ରେଳବାଇ କଲୋନୀର ଗୋରେ । ଗୋରେଙ୍କ ମାଉସୀଙ୍କୁ ରାଉରକେଲା…

କଟକ କନ୍ଦରପୁରରେ ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ

କଟକ (କେନ୍ଯୁଜ୍): କଟକ କନ୍ଦରପୁର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟବସାୟୀ ଜଣଙ୍କ ଏକ ଅଟୋରେ କଟକ ଆସୁଥିଲେ । ଦୁଇ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି ।…