ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ହାର୍ଡକୋର ନକ୍ସଲ୍ ନିହତ

ମାଲକାନଗିରି(କେନ୍ଯୁଜ୍): ପୋଲିସ- ମାଓବାଦୀ ଗୁଳିବିନିମୟରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଉସୁର ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି।

ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ମାଓବାଦୀ ସୁଧାକରର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଗୋଟିଏ LMG, ଗୋଟିଏ ସଲର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରିଛି ପୋଲିସ। STF ଓ DRG ଯବାନଙ୍କ ମିଳିତ ଅପରେସନବେଳେ ଏହି ସଫଳତା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.