Below header
Browsing Tag

fish market

ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ

ଭୁବନେଶ୍ୱର (କେନ୍ୟୁଜ): ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲଂଘନ ଅଭିଯୋଗରେ ମାଛ ମାର୍କେଟକୁ ଅନିର୍ଧିଷ୍ଟ କାଳ ପାଇଁ ସିଲ୍‌ କରିଛି ବିଏମ୍‌ସି। ସଟଡାଉନ୍‌ରେ ମାଛ ମାର୍କଟରେ ପ୍ରବଳ ଭିଡ ଜମିଥିଲା। ଦୋକାନ ଓ ଗୋଦାମ ଖୋଲି ବେଧଡକ୍‌ ବିକ୍ରି ଚାଲିଥିଲା।…

ବାଲୁଗାଁ: ଚିଲିକା ମାଛ ମାର୍କେଟ ସିଲ୍, ଗଞ୍ଜାମକୁ ମାଛ ଗାଡି ଯିବନି କି ଆସିବ ନାହିଁ

ବାଲୁଗାଁ(କେନ୍ୟୁଜ୍):  ଚିଲିକା ମାଛ ମାର୍କେଟକୁ  ବନ୍ଦ କଲା  ଜିଲ୍ଲା ପ୍ରଶାସନ। ଗତକାଲି ଜଣେ ମାଛ ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ମାଛମାକେର୍ଟକୁ ସିଲ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଏହା ସହିତ ଦୁଇଟି ମାଛ ଗୋଦାମ ଓ ୩ ଟି ଆଇସ ଫାକ୍ଟ୍ରୀକୁ ମଧ୍ୟ ସିଲ କରାଯାଇଥିବାର…