ତିରୁପତିଙ୍କ ପ୍ରସାଦରେ ଚର୍ବି ଓ ମାଛ ତେଲ! TDP ଦେଖାଇଲା ଲ୍ୟାବ ରିପୋର୍ଟ
ବିଶ୍ୱ ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦରେ ବ୍ୟଭିଚାର । ଲଡୁରେ ମିଶୁଛି ନିମ୍ନ ମାନର ସାମଗ୍ରୀ ଓ ପଶୁ ଚର୍ବି । ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ତେବେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ…