Browsing Tag

fitness tips

ଅତ୍ୟଧିକ ଝାଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କି?

ଅନେକ ଲୋକ ଏହି କଥା ଭାବି ଖୁସି ହୁଅନ୍ତି ଯେ ହୁଏତ ଅଧିକ ଝାଳ ବୋହିବା ଦ୍ୱାରା ସେମାନଙ୍କର ଓଜନ ଶୀଘ୍ର ହ୍ରାସ ପାଉଛି। କିନ୍ତୁ କ’ଣ ଅଧିକ ଝାଳ ବୋହିବା ଦ୍ୱାରା ପ୍ରକୃତରେ ଓଜନ ହ୍ରାସ କରିବାରେ ସହାୟକ ହେଉଛି ? ନା ଏହା କେବଳ ଏକ ଭୁଲ ଧାରଣା? ଆସନ୍ତୁ ଜାଣିବା ବିଶେଷଜ୍ଞମାନେ ଏ ବିଷୟରେ କ’ଣ…

ଓଜନ କମ୍‌ କରିବା ପାଇଁ ପ୍ରତିଦିନ କେତେ ପାଣି ପିଇବା ଉଚିତ୍ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଶରୀର ପାଇଁ ପାଣି ବହୁତ ଜରୁରୀ ଉପାଦାନ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଶରୀରକୁ ହାଇଡ୍ରେଟ୍ ରଖେ । କେବଳ ଏତିକି ନୁହେଁ, ଯଦି ଆପଣ ପ୍ରଚୁର ପାଣି ପିଅନ୍ତି ତେବେ ଅନେକ ରୋଗର ଆଶଙ୍କା ମଧ୍ୟ କମିଯାଏ । ଆମ ଶରୀରରୁ ମଇଳା ବାହାର କରିବା ପାଇଁ ପାଣି ମଧ୍ୟ ଭଲ କାମ କରେ । ଯାହା…

ପ୍ରତିଦିନ ପିଅନ୍ତୁ ଲାଉ ଜୁସ, ପେଟ ଜନିତ ସମସ୍ୟା ଠାରୁ ମୋଟାପଣ ପର୍ଯ୍ୟନ୍ତ ମିଳିବ ସବୁ ସମସ୍ୟାରୁ ମୁକ୍ତି

ଆଜିକାଲି, ଲୋକମାନେ ଅତି ଶୀଘ୍ର ମେଦବହୁଳତାର ଶିକାର ହେଉଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଏହା ଦୁନିଆରେ ଏକ ବଡ ସମସ୍ୟା ପାଲଟିଛି । ଗତ ୩୦ ବର୍ଷ ମଧ୍ୟରେ ମେଦବହୁଳ ଲୋକଙ୍କ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି । ମୋଟାପଣ ହେତୁ ଡାଇବେଟିସ, ହୃଦ ରୋଗ, କିଡନୀ ସମସ୍ୟା, ମାନସିକ ରୋଗ ଭଳି ସମସ୍ୟା ସହ…

ଓଜନ କମାଇବା ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ, ପ୍ରତିଦିନ ପିଅନ୍ତୁ ଏହି ପତ୍ରର କାଢ଼ା, ମିଳିବ ଅନେକ ଫାଇଦା

ନିମ୍ବ ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ । ଏହା ଏକ ଔଷଧିୟ ଗଛ । ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ । ନିମ୍ବ ଏମିତି ଏକ ଗଛ, ଯାହାର…

୧୦ ହଜାର ପାଦ ଚାଲିଲେ ଖୁବ୍‌ କମ୍‌ ଦିନରେ କମିଯିବ ଆପଣଙ୍କ ଓଜନ, ଜାଣନ୍ତୁ କେମିତି ମିଳିବ ଫାଇଦା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ ଚାଲିକି ବି…

ଶରୀରକୁ ଫ୍ଲେକ୍ସିବୁଲ କରିବା ପାଇଁ ଚାଁହୁଛନ୍ତି କି ? ଆପଣାନ୍ତୁ କିଛି ଖାସ ଟିପ୍ସ

ଫ୍ଲେକ୍ସିବିଲିଟି ଶାରୀରିକ ଶକ୍ତି ବଜାୟ ରଖେ । ଏହା ବ୍ୟକ୍ତିକୁ ସବୁବେଳେ ଫୁର୍ତ୍ତି କରିବା ସହିତ ଶରୀରକୁ ଫିଟ୍ ରଖିଥାଏ । ଯଦି ଆପଣ ବି ଚାଁହୁଛନ୍ତି ଯେ ଆପଣଙ୍କ ଶରୀର ବି ଫ୍ଲେକ୍ସିବୁଲ ରହୁ ତେବେ ଏହି ବ୍ୟାୟାମଗୁଡ଼ିକୁ ନିଜର ଦିନଚର୍ଯ୍ୟାରେ ନିଶ୍ଚିତ ସାମିଲ କରନ୍ତୁ । ଦୈନନ୍ଦିନ…