Browsing Tag

flag march

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ, ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ ।  ଆତଙ୍କୀ ହମ୍ ଲା ପରେ ଏକାଧିକ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି ।  RPF ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ । RPF ଆଇଆଇସି ଏବଂ ଏସଆଇ ଫ୍ଲାଗ ମାର୍ଚ୍ଚରେ ସାମିଲ । ୨ ସେକ୍ସନ ଫୋର୍ସ ମଧ୍ୟ ଏଥିରେ ସାମିଲ ଅଛନ୍ତି ।  ଏହାସହ…

ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ

ଭୁବନେଶ୍ବର : ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି କମିସନରେଟ ପୋଲିସ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୟୁନିଟ -୬ ଅଞ୍ଚଳର ଗୋପବନ୍ଧୁ ଛକ, ଗଙ୍ଗନଗର ଛକ ଓ ବିଭିନ୍ନ ବସ୍ତି ଏବଂ ୟୁନିଟ - ୮…

ଭୁବନେଶ୍ୱରରେ ପୋଲିସ୍‌ ଛାଉଣୀ, ସିଆରପିଏଫର ଫ୍ଲାଗମାର୍ଚ୍ଚରେ କମ୍ପିଲା ରାଜଧାନୀ

ପୋଲିସ୍‌ ମାର୍ଚ୍ଚିଂରେ ଥରି ଉଠିଲା ରାଜଧାନୀ ଭୁବନେଶ୍ୱରର ଛାତି । ଆଜି ଅପରାହ୍ନରେ ଦେଖିବାକୁ ମିଳିଲା ଭିନ୍ନ ଦୃଶ୍ୟ । ଶିଶୁଭବନ ଛକରୁ ଆରମ୍ଭ କରି ଝରଣା ବସ୍ତି ଦେଇ ବାପୁଜୀ ନଗରରେ ବୁଲିଲେ ପୋଲିସ୍‌ ଦଳ । ଯାହା ସଂକେତ ଦେଉଛି ସାଧାରଣ ନିର୍ବାଚନ ଆଉ ବେଶି ଦିନ ବାକି ନାହିଁ । ନିର୍ବାଚନ…

ଶାନ୍ତି ଶୃଙ୍ଖଳାର ସହିତ ମହରମ ପାଳନ ନେଇ ପ୍ରସ୍ତୁତି, ଭଦ୍ରକ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ

ଭଦ୍ରକ(କେନ୍ୟୁଜ୍): ମହରମ ପୂର୍ବରୁ ଭଦ୍ରକରେ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ । ଏଥିରେ ରାପିଡ଼ ଆକ୍ସନ ଫୋର୍ସ, ଓଡିଶା ଆର୍ମ ଫୋର୍ସ ସାମିଲ ଥିଲେ । ଭଦ୍ରକ ପୁରୁଣା ବଜାର ଥାନାରୁ ବାହାରି ସହର ପରିକ୍ରମା କରିଥିଲା ଫ୍ଲାଗ ମାର୍ଚ୍ଚ । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।…

ପାଖଉଛି ପିପିଲି ଉପ-ନିର୍ବାଚନ, ଏସ୍‌ପିଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କଲେ ପୋଲିସ ଓ ବିଏସଏଫ୍‌

ପିପିଲି(କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନକୁ ବାକି ରହିଲା ଆଉ ମାତ୍ର ତିନି ଦିନ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି ସବୁ ଦଳ। ତେବେ ନିର୍ବାଚନ ପୂର୍ବରୁ ଆଜି ଡେଲାଙ୍ଗରେ ପୋଲିସ ଓ ବିଏସଏଫ୍‌ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଛି । ପୁରୀ ଏସ୍‌ପିଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରିଛି…

କିଛି ଦିନ ପରେ ଅଗଷ୍ଟ ୧୫ ପାଇଁ ଉତ୍ସବ ମୁଖରିତ ହେବ ପଳ୍ଲୀରୁ ଦିଲ୍ଲୀ, ଜାଣନ୍ତୁ ଓଡିଶାରେ କେଉଁ ମନ୍ତ୍ରୀ ଓ ପ୍ରଶାସକ…

ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ କୋଉଠିି ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ତାହାର ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…