ସବୁ ରେକର୍ଡ ଭାଙ୍ଗିିଲେ ବିରାଟ କୋହଲି, ଫୋବର୍ସ ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଏକମାତ୍ର କ୍ରିକେଟର
ପ୍ରକାଶ ପାଇଛି ୨୦୨୦ର ଫୋବର୍ସ ତାଲିକା। ଏହି ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଏକ ମାତ୍ର କ୍ରିକେଟର ଭାବେ ରହିଛନ୍ତି ଭାରତ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ବିରାଟ କୋହଲି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ କେବଳ ବିରାଟ ହିଁ ସ୍ଥାନ ପାଇଛନ୍ତି।
ଫୋବର୍ସ ଅନୁସାରେ,…