Browsing Tag

fog twin city

କୁହୁଡିର ଚାଦର ତଳେ ଟ୍ୱିନ୍ ସିଟି, ଗାଡିମୋଟର ଚଳାଚଳରେ ବାଧାପ୍ରାପ୍ତ

କଟକ/ ଭୁବନେଶ୍ୱର (କେନ୍ୟୁଜ): କୁହୁଡିର ଚାଦର ତଳେ ରାଜଧାନୀ । ଆଜି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏଥିପାଇଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ…

ମେଲାଣି ନେଲେ ମା’ : ଟ୍ବିନ ସିଟିରେ ବିଭିନ୍ନ ସ୍ଥାନରେ ଭସାଣ ଶେଷ

କଟକ/ଭୁବନେଶ୍ବର (କେନ୍ୟୁଜ): ସରିଲା ଦଶହରା । ମେଲାଣି ନେଲେ ମା' । ଶାରଦୀୟ ଦୁର୍ଗାପୂଜାର ଅନ୍ତମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଗତକାଲି ମହାଆଡମ୍ବରରେ ଟ୍ବିନ ସିଟିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଲୁକିଥିଲା କଟକ ଓ ଭୁବନେଶ୍ବର । ଶୋଭାଯାତ୍ରାରେ…

ଆଜି ଟ୍ବିନସିଟିରେ ପ୍ରବଳ କୁହୁଡି, ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…