Below header
Browsing Tag

food

ରୁଟି ଖାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଦୁଇଟି ଭୁଲ୍‌, ନଚେତ୍‌ ହୋଇଯିବେ ଦୁର୍ବଳ

ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଶୁଦ୍ଧ ଗହମରେ ପ୍ରସ୍ତୁତ ରୁଟିକୁ ଯଦି ଘିଅ ସହିତ ସେବନ କରାଯାଏ, ତା’ହେଲେ ଏହା ଅଧିକ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀର ଶକ୍ତିଶାଳୀ ଓ ବଳବାନ ବନିଥାଏ। କିନ୍ତୁ ଯଦି ଆପଣ ରୁଟି ଖାଇବା ସମୟରେ ଏହି ଦୁଇଟି ଭୁଲ୍‌ କରିବେ, ତା’ହେଲେ ଦୁର୍ବଳପଣର…

ଜାଣନ୍ତୁ କଞ୍ଚା ଅଣ୍ଡାର ଚମତ୍କାରୀ ଫାଇଦା

ଅଣ୍ଡାକୁ କଞ୍ଚା ଖାଇଲେ ଏଥିରେ ଥିବା ଭିଟାମିନ୍‌, ଓମେଗା ୩, ଜିଙ୍କ୍‌, ପ୍ରୋଟିନ୍‌ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନ ଥାଏ। ଯାହାକି ଅଣ୍ଡା ସିଝାଇ ଖାଇଲେ ନଷ୍ଟ ହୋଇଯାଇଥାଏ। କିନ୍ତୁ କଞ୍ଚା ଅଣ୍ଡା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିବ ନାହିଁ। କଞ୍ଚା ଅଣ୍ଡାରେ ଭିଟାମିନ୍‌ ଭରପୂର…

ନିୟମିତ ଖାଆନ୍ତୁ ଏହିସବୁ ଖାଦ୍ୟ, ମଜବୁତ ହେବ କେଶ

ଆଜିକାଲିର ଯୁବତୀ ଏବଂ ମହିଳାମାନେ ନିଜ କେଶ ସମସ୍ୟାକୁ ନେଇ ବେଶୀ ଚିନ୍ତିତ ରହିଛନ୍ତି। ବଢୁଥିବା ପ୍ରଦୂଷଣ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ କେଶ ମଧ୍ୟ ପ୍ରବଳ ମାତ୍ରାରେ ଝଡୁଛି। ଏହାଛଡା କେଶରେ ବିଭିନ୍ନ ପ୍ରକାର କଲର ବ୍ୟବହାର କରିବା ସହିତ ଲୁକ୍‌ ଦେବା ପାଇଁ ବିଭିନ୍ନ ରାସାୟନିକ…

ଫୁସ୍‌ଫୁସ୍‌ କର୍କଟରୁ ବର୍ତ୍ତିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ବର୍ତ୍ତମାନ ପରିବେଶରେ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି, ଧୂମପାନ କରୁନଥିବା ବ୍ୟକ୍ତିଠାରେ ମଧ୍ୟ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗ ଦେଖାଦେଉଛି। ଅଧିକ ଗମ୍ଭୀର ହେଲେ ଏହି ରୋଗ କର୍କଟର ରୂପଧାରଣ କରୁଛି। ଯେଉଁଥିରେ ପୀଡ଼ିତ ହୋଇ ଜଣେ ସୁସ୍ଥ ଲୋକକୁ ମଧ୍ୟ ଖୁବ୍‌ କମ୍‌ ଦିନ ମଧ୍ୟରେ…

ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ଅଧିକ ଉପଭୋଗ୍ୟ

ବିବାହ ପରେ ସବୁ ପୁରୁଷ ଓ ମହିଳା ନିଜ ସାଥୀଙ୍କ ଠାରୁ ଭଲପାଇବା ଚାହିଁଥାନ୍ତି। ଉଭୟେ ଉଭୟଙ୍କ ମନକୁ ବୁଝିବା ସହ ଶାରୀରିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ପୁରୁଷମାନେ ବେଡ୍‌ରୁମ୍‌ରେ ନିଜ ସାଥୀଙ୍କୁ ସେତିକି ଖୁସି ଦେଇପାରିନଥାନ୍ତି…

କାମ ଛୋଟ କି ବଡ ନୁହେଁ: ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଫୂଡ଼ ଡେ଼ଲିଭରି ଏଜେଣ୍ଟ ହେଲେ ହାଇଦରାବାଦର ଏହି ମହିଳା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ କୌଣସି କାମ ଛୋଟ ନୁହେଁ । ସମସ୍ତେ ସବୁ କାମ ସ୍ୱାଧୀନ ଭାବେ କରିପାରିବେ । ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ସମସ୍ତଙ୍କର ସବୁ କାମ କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ଅଛି । ଛୋଟ ବଡ,ଧନୀ ଗରିବ ବା ଲିଙ୍ଗଗତ ଭେଦ ଭାବ ନରଖି କାମ କରିଲେ ସମସ୍ତ…

ପ୍ରତିଦିନ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଇଥାନ୍ତି ଥାନ୍ତି ହାଇଦରାବାଦର ଯୁବକ

ପେଟ ପାଇଁ ନାଟ । ପ୍ରକୃତରେ କହିବାକୁ ଗଲେ ଏହି ପେଟ ଚାଖଣ୍ଡକ ପାଇଁ ତ ସବୁ ନାଟ ଚାଲିଛି । ବାସ୍ତବରେ ଖାଦ୍ୟର ନିଜସ୍ୱ କିଛି ଜାତି, ଧର୍ମ, ବର୍ଣ୍ଣ ନଥାଏ । ଶରୀରକୁ ପୋଷଣ ଯୋଗାଇବା ପାଇଁ ହିଁ ଖାଦ୍ୟ ଖିଆଯାଇଥାଏ । ଯଦି ନିଜର ପେଟର ଭୋକକୁ ମେଣ୍ଟାଇ ଆମେ ଯଦି ଆଉ କାହାର ପେଟ କଥା ଚିନ୍ତା କରୁ…

ଯଦି ଷ୍ଟୋନର ସମସ୍ୟାରୁ ପାଇବାକୁ ଚାଁହୁଛନ୍ତି ମୁକ୍ତି ତାହେଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଷ୍ଟୋନର ସମସ୍ୟା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଯଦି ଆପଣ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାଁହୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ବିଷୟରେ କହିବୁ ଯାହାଠାରୁ ଆପଣଙ୍କୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଆଜିକାଲି…

ନିଜ ଖାଦ୍ୟ ପଦାର୍ଥକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଏହି ଉପାୟ ଗୁଡିକୁ ନିଶ୍ଚିତ ଭାବେ ଆପଣାନ୍ତୁ

ବର୍ଷା ଋତୁରେ ଖାଦ୍ୟ ପଦାର୍ଥ ଗୁଡିକ ଶୀଘ୍ର ଖରାପ ହୋଇଯାଏ । ଏହି ଦିନ ବାୟୁ ମଣ୍ଡଳରେ ଆର୍ଦ୍ରତା କାରଣରୁ ଖାଦ୍ୟ ଜିନିଷ ମନ ଖରାପ ହୋଇଯାଇଥାଏ । ତାହା ସହ ଏଗୁଡିକରେ ବିଭିନ୍ନ ପ୍ରକାର ପୋକ ମଧ୍ୟ ଲାଗିଯାନ୍ତି । ବହୁ ଦିନ ପରେ ଯେତେବେଳେ ଆପଣ ଡ଼ାଲି ଚାଉଳ ଡବା ଖୋଳୁଥିବେ ତେବେ ନିଶ୍ଚିତ ରୂପେ…

ଏବେ ଟ୍ରେନରେ ଉପଲବ୍ଧ ହେବ ସାତ୍ତ୍ୱିକ ଭୋଜନ

ଶାରଦୀୟ ନବରାତ୍ର ଆରମ୍ଭ ହୋଇଗଲାଣି । ଏହି ସମୟରେ ବହୁ ଲୋକ ଉପବାସ ରଖିଥାନ୍ତି ବା କେବଳ ସାତ୍ତ୍ୱିକ ଭୋଜନ କରିଥାନ୍ତି । ଏହି ସମୟରେ ଯଦି କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡେ ତେବେ ବେଶୀ ଅସୁବିଧା ଭୋଜନକୁ ନେଇ ହୋଇଥାଏ । ଯଦିବା କେଉଁ ଠାକୁ ଯିବାକୁ ପଡେ ତେବେ ବ୍ରତ ଧାରୀ ମାନେ ଘରୁ ନିଜ…

ସକାଳୁ ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ‘ମକା ଉପମା’, ସାରା ଦିନ ରୁହନ୍ତୁ ଫିଟ୍‌

ଆପଣ ସକାଳୁ ବ୍ରେକ୍‌ଫାଷ୍ଟରେ କ’ଣ ଖାଉଛନ୍ତି? ରୁଟି-ଭଜା, ବ୍ରେଡ୍‌-ଜାମ୍‌, ଜୁସ୍‌-କଦଳୀ ଏମିତି କିଛି? ଏ ସବୁ ଖାଇ ଖାଇ ବୋର୍‌ ହୋଇଯିବେଣି। ଥରେ ମକା ଉପମା ଟ୍ରାଏ କରନ୍ତୁ ନା। ଦେଖିବେ ଏହା ଆପଣଙ୍କୁ ସାରା ଦିନ ଫିଟ୍‌ ଅନୁଭବ କରାଇବ। ତା’ହେଲେ ଆସନ୍ତୁ ଜାଣିବା ମକା ଉପମା ବନେଇବାର ବିଧି।…

ସାବଧାନ! ମୃତ୍ୟୁକୁ ଡାକିଆଣେ ଏହି ୫ଟି ଖାଦ୍ୟ ଜିନିଷ

ଦୁନିଆରେ ଏମିତି ହିଁ କିଛି ଖାଦ୍ୟ ଜିନିଷ ରହିଛି, ଯାହାକୁ ଅଭ୍ୟାସଗତ ଭାବେ ଖାଇଲେ, ଆପଣ ପଡ଼ିପାରିବେ ମୃତ୍ୟୁମୁଖରେ। ଆଜ୍ଞା ହଁ, କିଛି ଦିନ ପୂର୍ବରୁ ଷ୍ଟେନ୍‌ଫୋର୍ଡ ୟୁନିର୍ଭସିଟିରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ରିସର୍ଚ୍ଚରେ ୫ଟି ଖାଦ୍ୟ ଜିନିଷକୁ ସାମିଲ କରାଯାଇଥିଲା, ଯାହାକୁ…