Browsing Tag

fraud kaifi khan

ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର, କିପରି ଲୋକଙ୍କୁ ଠକୁଥିଲା ଡେମୋ ଦେଖାଇବ ତାନ୍ତ୍ରିକ

କଟକ (କେନ୍ୟୁଜ): ଖୋଲୁଛି ଭଣ୍ଡ ତାନ୍ତ୍ରିକର ଠକେଇ ପେଡ଼ି । ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌ । ଠକ ତାନ୍ତ୍ରିକର ଆଜି ହେବ ସିନ୍‌ ରିକ୍ରିଏସନ। ୬୨ ଲକ୍ଷ ଟଙ୍କା ଠକେଇ ଶିକାର ମହିଳାଙ୍କ ଘରେ ସିନ୍‌ ରିକ୍ରିଏସନ କରିବ ପୋଲିସ। ଗୁପ୍ତଧନ କିପରି ବାହାର କଲା ଦେଖାଇବ…

ଖୋଲିବ ମନ୍ତୁରା ପାଣିର ଗୁମର: ଆଜିଠୁ ଠକ କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ଥାନା ପୋଲିସ

କଟକ (କେନ୍ୟୁଜ): ସତ ଉଗାରିବ ଭଣ୍ଡ ତାନ୍ତ୍ରିକ । ଆଜିଠୁ ଗିରଫ ମୁଲାନା କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବ କଟକ କମିଶନରେଟ ପୋଲିସ । ଚୌଦ୍ୱାର ଜେଲ୍‌ରୁ ଠକ ତାନ୍ତ୍ରିକକୁ ଆଣିବ କଟକ ମଙ୍ଗଳାବାଗ ପୋଲିସ। ଚାର ସୋ ବିଶ କୈଫି ଖାନକୁ ଜେରା କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ…

ଠକ ତାନ୍ତ୍ରିକର ଠକେଇ ନଂ ୨: ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ

କଟକ (କେନ୍ୟୁଜ): ଠକ ତାନ୍ତ୍ରିକର ଠକେଇ ନଂ ୨। ଗତକାଲି କଟକରୁ ଗିରଫ ହୋଇଥିବା ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାଁ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ…