Browsing Tag

free fire game

ଫ୍ରି ଫାୟାର ଗେମ୍‌କୁ ପଛରେ ପକାଇଲା Subway Surfers, ସବୁଠାରୁ ଅଧିକ ଡାଉନଲୋଡ ହୋଇଥବା ଆପ୍‌

ଗେମ୍‌ ପାଗଳଙ୍କ ପାଇଁ ଖୁସି ଖବର। ହେଲେ ଫ୍ରି ଫାୟାର ଗେମ୍‌ ଖେଳୁଥିବା ପିଲାଙ୍କ ପାଇଁ ଖରାପ ଖବର। ଫ୍ରି ଫ୍ରାୟାର ଗେମ୍‌କୁ ପଛରେ ପକାଇ ସବୁଠାରୁ ଅଧିକ ଡାଉନଲୋଡ ହେଲା Subway Surfers । ଏକ ରିପୋର୍ଟ ମୁତାବକ, Subway Surfers ଚଳିତବର୍ଷ ୨୦୨୨ର ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଗେମ୍‌…

ଜୀବନ ନେଲା ପବଜି ଗେମ୍, ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ୧୬ ବର୍ଷର ସମ୍ପର୍କୀୟ ଭାଇ

ବର୍ତ୍ତମାନର ଯୁବପିଢ଼ିଠୁ ଆରମ୍ଭ କରି ପିଲାଙ୍କ ଯାଏଁ ସମସ୍ତଙ୍କୁ ପବଜି ଓ ଫ୍ରି ଫାୟାର ଗେମର ଏମିତି ନିଶା ଚଢ଼ିଛି ଯେ ସେମାନେ ଏହି ଖେଳ ପାଇଁ ଅପରାଧ କରିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି। ସେମିତି ପୁଣି ଏକ ଅପରାଧ ଘଟିଛି ରାଜସ୍ଥାନରେ। ଏଠାରେ ଏକ ୧୬ ବର୍ଷର ବାଳକ ପବଜି ଓ ଫ୍ରି ଫାୟାର…

ବାପାଙ୍କୁ ମହଙ୍ଗା ପଡ଼ିଲା ପୁଅର ଫ୍ରିଫାୟାର ଖେଳ, ୨୦ ଦିନରେ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

ଅନ୍‌ଲାଇନ୍‌ ଗେମ୍‌ ଚକ୍କରରେ ଜଣେ ନାବାଳକ ସାଇବର ଠକେଇର ଶିକାର ହୋଇଛି। ଫ୍ରିଫାୟାର ଗେମ୍‌ ଅନ୍‌ଲକ୍‌ କରିବା ପାଇଁ ସେ ନିଜ ବାପାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ କରି ଦେଇଛି। ଏନେଇ ଜଣାପଡ଼ିବା ପରେ ବାପା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ଜଣାଯାଇଛି। ଏଭଳି ଠକେଇ ହୋଇଛି ଉତ୍ତର…

କେନ୍ଦୁଝର: ଅନଲାଇନ କ୍ଲାସ ପାଇଁ ବାପା କିଣିଥିବା ମୋବାଇଲେ ଫ୍ରି-ଫାୟାର ଗେମ ଖେଳି ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ…

ଯୋଡା(କେନ୍ୟୁଜ୍): ଲକ୍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସରକାର ବନ୍ଦ କରିବା ପରେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି । ଅନଲାଇନ ଖେଳରେ ମା, ବାପାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ୮ମ ଶ୍ରେଣୀର ଛାତ୍ର ବେକରେ ମା ଙ୍କ…