Browsing Tag

Fungal infection

ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ମିଳିବ ତୁରନ୍ତ ଆରାମ

ଶୀତଦିନେ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ସମସ୍ୟା ଅଧିକ ବଢିଯାଏ । ଅନେକ ଥର ଲୋକମାନେ ଏହି ଯନ୍ତ୍ରଣାରେ ବହୁତ କଷ୍ଟ ପାଇଥାନ୍ତି । ଏପରି ପରିସ୍ଥିତିରେ ଯଦି କିଛି ଘରୋଇ ଉପଚାର ବ୍ୟବହାର କରିବେ, ତେବେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ବାସ୍ତବରେ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେବା ପଛରେ…

ବର୍ଷାଦିନେ କାହିଁକି ହାତ ଓ ପାଦ ପାଣିଖାଏ ? ଜାଣନ୍ତୁ ଏଥିରୁ କେମିତି ପାଇବେ ମୁକ୍ତି

ସାଧାରଣତଃ ବର୍ଷା ଋତୁରେ ଯେତେ ଯତ୍ନ ନିଆଯାଉନା କାହିଁକି, କିଛି ସମସ୍ୟାରେ ଲୋକ ନିହାତି ପଡନ୍ତି । ଥଣ୍ଡା, କାଶ ଓ ଜ୍ୱର ସହିତ ନିକଟରେ ଅନେକ ରୋଗ ଆସୁଛି । ପ୍ରାୟତଃ ଏହି ପାଣିଖିଆ ସଂକ୍ରମଣ ଲୋକଙ୍କୁ ହଇରାଣ କରୁଛି ।  ହଁ, ମୌସୁମୀ ସମୟରେ ପାଣିଖିଆ ସଂକ୍ରମଣ ଅଧିକ ଦେଖାଯାଏ । ପୋଷାକ…

ଫଙ୍ଗଲ୍ ଇନଫେକ୍ସନ ଠାରୁ ଆରମ୍ଭ କରି ଚର୍ମ ସମସ୍ୟା ଦୂର କରେ ଟି ଟ୍ରୀ ତେଲ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଟି ଟ୍ରୀ ତେଲ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କେଶ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ଦୂର କରିଥାଏ । ଟି ଟ୍ରୀ ତେଲରେ ଏପରି ଅନେକ ଯୌଗିକ ଗୁଣ ଅଛି ଯାହା ଜୀବାଣୁ, ଫଙ୍ଗସ୍ ଏବଂ ଭାଇରସ୍ ସହିତ ଲଢିବାରେ ବହତୁ ପ୍ରଭାବଶାଳୀ ଅଟେ । ଏଥିରୁ ମିଳୁଥିବା ହାଇଡ୍ରୋକାର୍ବନର ଏକ ସମୂହ…

ବର୍ଷା ଯୋଗୁଁ ପାଦରେ ଫଙ୍ଗଲ ଇନଫେକ୍ସନ ହେଉଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର

ଲଘୁଚାପ ଯୋଗୁଁ ଗତ କିଛି ଦିନ ହେବ ସବୁଆଡ଼େ ବର୍ଷା ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ପାଣି ଦେଖିଲେ ଏବେ ବିରକ୍ତ ହୋଇଯାଉଛନ୍ତି। ତେବେ ବର୍ଷା ଦିନ ଯେତିକି ଲାଭ ଦିଏ ତା'ଠୁ ଅଧିକ କ୍ଷତି କରେ। ଖାସ କରି ବର୍ଷାଦିନେ ଥଣ୍ଡା, ଜ୍ୱର, କାଶ, ତଣ୍ଟି ଦରଜ ଆଦି ସମସ୍ୟା ଅଧିକ ଦେଖାଦିଏ।…