Browsing Tag

G20 Summit 2023

ଜି-୨୦ : ବିଦେଶୀ ନେତାଙ୍କ ପାଇଁ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ଚାନ୍ଦନୀ ଚୌକର ଚାଟ୍‌

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ନୂଆଦିଲ୍ଳୀ । ବିଦେଶରୁ ଆସୁଥିବା ସବୁ ଦେଶର ନେତାଙ୍କ ପାଇଁ ଖାସ ଆୟୋଜନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ବିଶେଷଭାବେ ନେତାମାନଙ୍କର ଖାଦ୍ୟ-ପାନୀୟ ଉପରେ ଜୋର ଦିଆଯାଇଛି । ଦେଶର ଏହି ନେତାଙ୍କ ଥାଳିରେ କି ପ୍ରକାର ଖାଦ୍ୟ ପରସା ଯିବ…

G20 ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଲାଗିଲା ମାଙ୍କଡ଼ର କଟ୍‌ଆଉଟ୍‌, ପାଟିରେ ଶବ୍ଦ ସୃଷ୍ଟି କରିପାରୁଥିବା ବିଶେଷଜ୍ଞ…

ଦିଲ୍ଲୀରେ ଜି୨୦ ସମ୍ମିଳନୀ ସମୟରେ ମାଙ୍କଡ଼ଙ୍କୁ ଦୂରେଇ ରଖିବା ପାଇଁ ସ୍ଥାନେ ସ୍ଥାନେ କଟ୍‌ଆଉଟ୍‌ ଲଗାଯାଇଛି। ପ୍ରତ୍ୟେକ କଟ୍‌ଆଉଟ ସହିତ ଜଣେ ଲେଖାଏ ବିଶେଷଜ୍ଞଙ୍କୁ ମୁତୟନ କରାଯାଇଛି, ଯେଉଁମାନେ ପାଟିରେ ମାଙ୍କଡ଼ ପରି ଶବ୍ଦ ସୃଷ୍ଟି କରି ମାଙ୍କଡ଼ମାନଙ୍କୁ ଭୟଭୀତ କରିବେ। ଦିଲ୍ଲୀରେ…

G20 ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲା ୨୮ ଫୁଟ୍‌ ଉଚ୍ଚର ବିଶାଳକାୟ ‘ନଟରାଜ ମୂର୍ତ୍ତି’, ଏଥିରେ ଲାଗିଛି ସୁନା…

ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସ ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ଶିଖର ସମ୍ମିଳନୀ। ଏହି ବୈଠକକୁ ଧ୍ୟାନରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହା ସହିତ ସମଗ୍ର ଦିଲ୍ଲୀକୁ ସଜାଯାଉଛି। ଜି-୨୦ ବୈଠକକୁ ଭବ୍ୟ କରିବା ପାଇଁ ସମସ୍ତ ପ୍ରକାରର କାମ ଆଗେଇ ଚାଲିଛି।…

ଜି୨୦ ଶିଖର ସମ୍ମିଳନୀ : ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ; ଭିଭିଆଇପି…

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧିମଣ୍ଡଳୀ ଯୋଗ ଦେବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ…

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଜି-20 ସମ୍ମିଳନୀରେ ଦେବେ ଯୋଗ

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଭଳି କିଛି କଳ୍ପନା ଜଳ୍ପନା ଚାଲିଛି ପୁଟିନଙ୍କ ଗସ୍ତକୁ ନେଇ । ୟୁକ୍ରେନ୍‌ ସହ ଯୁଦ୍ଧ ଯୋଗୁଁ ଏବେ ସାରା ବିଶ୍ୱର ନଜରରେ ଥିବା ପୁଟିନ୍‌ ଜି-20 ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆସନ୍ତା…

୨ରେ ଦିଲ୍ଲୀରେ ହେବ ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ, ଯୋଗ ଦେବେ ଚୀନର ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗ୍‌

ଆଗାମୀ ୨ ତାରିଖରେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗ୍ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବେ । ଏନେଇ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ ଗାଙ୍ଗ ଉପସ୍ଥିତି ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖପାତ୍ର ମାଓ ନିଙ୍ଗ୍…