କିଏ ଯିବେ ମହାକାଶ ? ଆଜି ଗଗନଯାନ ମିଶନ ପାଇଁ ୪ ପାଇଲଟଙ୍କ ନାଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମିଶନ ଗଗନଯାନରେ କିଏ ଯିବେ ମହାକାଶ । ଆଜି ୪ ଟେଷ୍ଟ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଗନାୟନ ମିଶନ ହେଉଛି ଭାରତର ପ୍ରଥମ ହ୍ୟୁମାନ ସ୍ପେସ୍ ମିଶନ। ଆଜି ପ୍ରଧାନମନ୍ତ୍ରୀ କେରଳ ସ୍ଥିତ ବିକ୍ରମ ସରଭାଇ ସ୍ପେସ୍ ସେଣ୍ଟର ଯାଉଛନ୍ତି । ସେଠାରେ…