Browsing Tag

ganesh puja in odisha

ଗଣେଶ ପୂଜା ପେଣ୍ଡାଲରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଗଜପତି (କେନ୍ୟୁଜ୍) : ଗଣେଶ ପୂଜା ପେଣ୍ଡାଲରେ ଅଘଟଣ ।  ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ଜେ.ଖଗେଶ ।  ଗତକାଲି ରାତିରେ ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ…

ଆଜି ଧରାବତରଣ କରିବେ ଅଗ୍ରପୂଜ୍ୟ, ସୁନ୍ଦର ମୂର୍ତ୍ତି ଓ ତୋରଣରେ ଝଲସୁଛି ମଣ୍ଡପ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଧରାବତରଣ କରିବେ ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ଗଜାନନଙ୍କ ଆବାହନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ସୁନ୍ଦର ମୂର୍ତ୍ତି ଓ ତୋରଣରେ ଝଲସୁଛି ମଣ୍ଡପ । ଶିକ୍ଷାନୁଷ୍ଠାନରେ…

ଚଳିତ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଜାନନ, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ…

ଭୁବନେଶ୍ୱର(କେନ୍ୟୁଜ୍): ଦିନ କେଇଟା ପରେ ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣର ଋତୁ । ଚଳିତ ବର୍ଷ ଗଣେଶ ପୂଜା ପାଇଁ ଭୁବନେଶ୍ୱରର ସମସ୍ତ କ୍ଲବ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ। ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ…

ଦିନ କେଇଟା ପରେ ଶ୍ରୀ ଗଣନାଥଙ୍କ ପବିତ୍ର ଉତ୍ସବ, ମୂର୍ତ୍ତି ତିଆରି କରି ଗ୍ରାହକଙ୍କ ଅପେକ୍ଷାରେ ଛଣିପୁର ଓ ମାଳ…

ସାଲେପୁର: ଆସିଲାଣି ପାର୍ବଣଋତୁ। ଆଉ କେଇଟା ଦିନ ପରେ ପଡୁଛି ବିଦ୍ୟାଦାତା ଶ୍ରୀ ଶ୍ରୀ ଗଣନାଥଙ୍କ ପବିତ୍ର ଉତ୍ସବ । ସେଥିପାଇଁ କଟକ ଜିଲ୍ଲା ସାଲେପୁର ବ୍ଳକ୍‌ ଅନ୍ତର୍ଗତ ଛଣିପୁର ପଞ୍ଚାୟତ ଓ ମାଳ ପଞ୍ଚାୟତ ମୂର୍ତ୍ତି କାରିଗର ମାନେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରି ଶେଷ ସ୍ପର୍ଶ ଦେଇ…

ଟ୍ବିନ୍ ସିଟିରେ ଚଳିତ ବର୍ଷ ହେବନାହିଁ ଗଣେଶ ପୂଜା, କମିଶନରେଟ ପୋଲିସ୍ ପକ୍ଷରୁ ଟ୍ଵିଟ କରି ଦିଆଗଲା ସୂଚନା

ଭୁବନେଶ୍ୱର:କରୋନା ଯୋଗୁ ପୂଜା ବନ୍ଦ । ଭୁବନେଶ୍ୱର ଓ କଟକରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯିବ ନାହିଁ । ଯିଏ ଚାହିଁବେ ନିଜ ନିଜ ଘରେ ପୂଜା କରି ପାରିବେ । ସାମୁହିକ ପୂଜାକୁ ମନା । ଧାର୍ମିକ କାର୍ଯ୍ୟରେ ଅଧିକ ଜନସମାଗମକୁ ବାରଣ କରାଯାଇଛି ।…