Browsing Tag

ganjam murder

ରାଜନୈତିକ ଶତ୍ରୁତାରୁ ଲୋମ ଟଙ୍କୁରା କାଣ୍ଡ, ଦିନ ଦିପ୍ରହରରେ ଲଙ୍କା ଗୁଣ୍ଡ ଲଗାଇ ବାଇକ ଆରୋହୀକୁ ହାଣିଲେ ୪ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍):  ରାଜନୈତିକ ଶତ୍ରୁତାରୁ ଦିନ ଦିପ୍ରହରରେ ୧୬ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟର ଲଙ୍ଗଳେଶ୍ଵରଠାରେ ଜଣେ ବାଇକ ଆରୋହୀକୁ ମରିଚ ଗୁଣ୍ଡ ମାରି ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ଯୁବକ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଆଠଗଡ଼ ପାଟଣା…

ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ, ମନ୍ଦିରରେ ଶୋଇଥିବାବେଳେ ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା 

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ଷ୍ଟୋନ ମ୍ୟାନ ଆତଙ୍କ। ପଥରରେ ଛେଚି ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ । ମନ୍ଦିରରେ ଶୋଇଥିବାବେଳେ ବିନାୟକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି…

ଗଞ୍ଜାମ: ବକେୟା ଦୁଇହଜାର ଟଙ୍କାକୁ କେନ୍ଦ୍ର କରି ଗାଁ ମନ୍ଦିର ଆଗରେ ଛୁରୀଭୁସି ଜଘନ୍ୟ ମର୍ଡର, ଲୋକେ ସାଜିଲେ…

ଭଞ୍ଜନଗର(କେନ୍ୟୁଜ୍):  ଗାଁ ଦାଣ୍ଡରେ ନିର୍ମମ ହତ୍ୟା। ଗାଁ ମନ୍ଦିର ଆଗରେ ଛୁରୀଭୁସି ଜଘନ୍ୟ ମର୍ଡର। ଛୁରୀ ମାରି ହତ୍ୟା କରିବାର ଭିଡିଓ ଏବେ ଭାଇରାଲ ହୋଇଛି। ବକେୟା ଦୁଇହଜାର ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକକୁ ନିର୍ମମ ହତ୍ୟା କରିଛି ଆଉ ଜଣେ ଯୁବକ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର…

ଗଞ୍ଜାମ ହୁମା କେଉଟ ସାହିରେ ଯୁବକଙ୍କୁ ପିଟି ପିଟି ହତ୍ଯା, ମୃତଦେହ ନିକଟରୁ କାଠ ଫାଳିଆ ଓ ଇଟା ଜବତ

ବ୍ରହ୍ମପୁର: ଯୁବକଙ୍କୁ ପିଟି ପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ। ଗତକାଲି ରାତିରେ ଦଣ୍ଡପାଣି ଘରୁ ବାହାରକୁ ଯାଇ ଆଉ…

ଗଞ୍ଜାମ ବାଦୁଳା ଗାଁରେ ଅଘଟଣ : ସଂଘବଦ୍ଧ ଆକ୍ରମଣରେ ଗଲା ଯବାନଙ୍କ ଜୀବନ

ଭଞ୍ଜନଗର: ସଂଘବଦ୍ଧ ଆକ୍ରମଣରେ ଗଲା ଜଣଙ୍କର ଜୀବନ, ଏବଂ ଆଉ ଜଣେ ଆହତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଳା ଗାଁରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ହେଲେ ଆସିକା ନିକଟସ୍ଥ ସାହସପୁର ଗ୍ରାମର ରଞ୍ଜନ ନାହାକ । ସେ ସେନା ବିଭାଗରେ ଚାକିରି କରୁଥିଲେ । ଆହତ ଯୁବକ ଜଣଙ୍କ…

୬ ବର୍ଷର ପୁଅ ସମ୍ମୁଖରେ ସ୍ତ୍ରୀକୁ ଲୁହା ଛଡରେ ପିଟି ପିଟି ହତ୍ୟା କଲା ସଇତାନ ସ୍ୱାମୀ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ଘରେ ହତ୍ୟା କରିଛି । ଗାଁର ବାବୁଲା ସେନାପତି ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଲିଶାରାଣୀ…