Browsing Tag

ghatagaon tarini temple

ଆସନ୍ତାକାଲି ଘଟଗାଁ ଦେବୀ ମା ତାରିଣୀଙ୍କ ଅଷାଢୀ ପର୍ବ, ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ଅଷାଢୀ ପର୍ବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅଷାଢୀ ପର୍ବ ଅଷାଢ ମାସର ଶେଷ ଗୁରୁବାର ଅନୁଷ୍ଠିତ ହୋଇଥାଏ। ଏହି ଦିନ ସକାଳୁ…

କେନ୍ଦୁଝରରେ ଚଇତି କଟକଣା: ଏପ୍ରିଲ ୧୩ ଓ ୧୪ ତାରିଖରେ ବନ୍ଦ ରହିବ ମାଆ ତାରିଣୀଙ୍କ ଦର୍ଶନ

କେନ୍ଦୁଝର : ମାଆ ତାରିଣୀଙ୍କ ଚଇତିପର୍ବ ଲାଗି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପଣାସଂକ୍ରାନ୍ତି ଅବସରରେ ଆସନ୍ତା ୧୩ ଓ ୧୪ ତାରିଖ ଦିନ ଘଟଗାଁ ମାଆ ତାରିଣୀଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମନ୍ଦିରରେ ଏପ୍ରିଲ ୯ ତାରିଖରୁ ସାତ ଦିନିଆ ଚଇତି ପର୍ବ ପାଳନ କରାଯିବ। ଦୈନନ୍ଦିନ ନୀତିକାନ୍ତି…

ଘଟଗାଁ ତାରିଣୀ ମନ୍ଦିର ଶୀଘ୍ର ଖୋଲିବା ଦାବିରେ ମୌନବ୍ରତ, ଧାରଣାରେ ବସିଲେ ବିରୋଧୀ ଦଳର ମୁଖ୍ୟ ସଚେତକ

ଘଟଗାଁ:  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ମନ୍ଦିର ଯଥାଶୀଘ୍ର ଖୋଲିବା ଦାବିରେ ମନ୍ଦିର ସମ୍ମୁଖରେ ଆଜି ମୌନ ବ୍ରତରେ ବସିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଗତକାଲି ଜିଲ୍ଲାପାଳ ଘଟଗାଁ ମା ତାରିଣୀ ମନ୍ଦିର ୧୮ ତାରିଖରେ ଖୋଲିବା ନେଇ ନିଷ୍ପତ୍ତି…

ଘଟଗାଁ ମା ତାରିଣୀଙ୍କ ପୀଠରେ ଆଜି ଚାଲିଛି ମହାଅଷ୍ଟମୀ ପୂଜା, ସୁନା ବେଶରେ ସୁସଜ୍ଜିତ ହୋଇଛନ୍ତି ଜଗତଜନନୀ

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ମାଙ୍କୁ ଯଥା ରୀତି ଅନୁଯାୟୀ ଷୋଡଶ ଉପଚାରରେ ସକାଳୁ ମାଙ୍କର ସ୍ନାନ,ମାର୍ଜଣ,ସକାଳ ଆଳତି, ଯଜ୍ଞ ମଣ୍ଡପରେ ଚଣ୍ଡିପାଠ ପୂର୍ବ ପୂଜାର୍ଚ୍ଚନା କରାଯିବା ସହ…