Browsing Tag

girl killed

ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ନୃଶଂସ ଝିଅ

ମୁମ୍ବାଇ: ମୁମ୍ବାଇର ଏରୋଲୀ ଅଞ୍ଚଳରୁ ଏକ ଲୋମଟାଙ୍କୁରା ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ହାତରେ ମା’ ର ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ହେଉଛି ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ବଚସା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି…

ଜିନ୍ସ ପିନ୍ଧିବାରୁ ଝିଅକୁ ପିଟି ପିଟି ମାରିଦେଲେ ପରିବାର ଲୋକେ

ଲକ୍ଷ୍ନୌ:  କୁତ୍ସିତ ଓ ସଙ୍କୁଚିତ ମାନସିକତାର ପୁଣି ଗୋଟିଏ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପରିବାର ଲୋକେ। ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ସୂଚନା ଅନୁସାରେ, ୧୭…

କୋରାପୁଟ ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା, ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍

କୋରାପୁଟ: କୋରାପୁଟ ପଟାଙ୍ଗୀ ଥାନା ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା । ହତ୍ୟାକାରୀ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍ । ଧନ ପାଇଁ ସଇତାନ୍‌ ବାପା ବାଙ୍ଗୁରୁ ପାଙ୍ଗୀ ତାର କୁନି ଝିଅକୁ ବଳି ଦେଇଥିବା ସନ୍ଦେହ କରାଯାଉଛି । ଧରା ପଡ଼ିଯିବା ଭୟରେ ନିଜେ ରଚିଥିଲା ନିଖୋଜର…

କଟକ ଉଚ୍ଛାପୁରରେ ବଜ୍ରପାତ ନେଲା ନାବାଳିକାର ଜୀବନ

ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଉଚ୍ଛାପୁର ନିକଟରେ ବଜ୍ରପାତରେ ନାବାଳିକାଙ୍କ ମୃତ୍ୟୁ । ମୃତ ବାଳିକା ଜଣଙ୍କ ଇଚ୍ଛାପୁର ଗାଁର ସୁଜିତ୍ ବେହେରାଙ୍କ ୧୨ବର୍ଷର ଝିଅ ପ୍ରିୟଙ୍କା ବେହେରା । ପ୍ରିୟଙ୍କା ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ସେ ବଜ୍ରପାତା ଶୀକାର ହୋଇଥିଲେ । ଯାହାଫଳରେ ତାଙ୍କର…