ରାଜଧାନୀରେ ଜଘନ୍ୟକାଣ୍ଡ: ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ରାଜଧାନୀରେ ଚଞ୍ଚଲ୍ୟ। ୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ହତ୍ୟା ଅଭିଯୋଗ। ଏୟାରଫିଲ୍ଡ ଥାନା ଅଧିନ କେଳା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀରେ ଚଞ୍ଚଲ୍ୟ। ୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ହତ୍ୟା ଅଭିଯୋଗ। ଏୟାରଫିଲ୍ଡ ଥାନା ଅଧିନ କେଳା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ଏହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମା। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଏନେଇ ଏୟାରଫିଲ୍ଡ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ ର ଛାନଭିନ ଆରମ୍ଭ କରିଛି ।