Below header
Browsing Tag

goddess worship

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଜାଣନ୍ତୁ ଆରତୀର ଠିକ ତରିକା, ମିଳିବ ପୂର୍ଣ୍ଣ ଫଳ 

ଶାସ୍ତ୍ର ଅନୁଯାଇ ଆରତୀ ବିନା ପୂଜା ଅଧୁରା ହୋଇଥାଏ | ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଓ ଆରତୀ ହେଉଛି ମୁଖ୍ୟ ମାଧ୍ୟମ | ଭଗବାନଙ୍କୁ ଆମେ ସମସ୍ତେ ପୂଜା କରନ୍ତି | ହେଲେ ମନ ବାଂଛିତ ଫଳ ସମସ୍ତଙ୍କୁ ମିଳେନା | କାରଣ ଆମେ ପୂଜା ବା ଆରତୀ କଲାବେଳେ ଠିକ ତରିକା ଆପଣେଇ ନଥାଉ | ଫଳରେ…

ମା’ ଡାକି ଦେଲେ ବାଜେ ବଇଁଶୀ, ସେହି ସ୍ୱରରେ ବିମୋହିତ ହୋଇଯାନ୍ତି ମଣିଷଠୁ ଆରମ୍ଭ କରି ଗାଈଗୋରୁ

ମାଆ ଡାକି ଦେଲେ ବାଜେ ବଇଁଶୀର ସ୍ୱର ଆଉ ସେହି ବଇଁଶୀର ସ୍ୱରରେ ଚାଲି ଆସନ୍ତି ଗାଈଗୋରୁ । ଏପରି ଏକ ଦୃଢ ବିଶ୍ଵାସରେ ବନ୍ଧା ବୋଲଗଡ ବ୍ଲକ ବେଲପଦର ଗାଁର ଯୋଗୀନାଥ ବେହେରା। ଆଉ ତାଙ୍କର ଏହି ବଇଁଶୀର ସ୍ୱର ଟିକେ ଶୁଣିବା ପାଇଁ ଖାଲି ଗାଈ ଗୋରୁ ନୁହେଁ ଏଠାକୁ ଚାଲି ଆସନ୍ତି ଅନେକ ଶ୍ରୋତା।…

ବ୍ରହ୍ମପୁର:ଲୋକଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, ଦୁର୍ଘଟଣା ନହେବା ପାଇଁ ଜାତୀୟ ରାଜପଥରେ ପୂଜାର୍ଚ୍ଚନା

କେନ୍ୟୁଜ୍(ବ୍ୟୁରୋ):ଦୁର୍ଘଟଣା ନହେବା ପାଇଁ ଜାତୀୟ ରାଜପଥରେ ପୂଜାର୍ଚ୍ଚନା। ଆଜି ସରସ୍ୱତୀ ପୂଜା ଅବସରରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଗ୍ରାମବାସୀମାନେ ପୂଜାର୍ଚ୍ଚନା କରିଛନ୍ତି। ଦୁର୍ଘଟଣା ନହେବା ଓ ଲୋକଙ୍କ ସୁରକ୍ଷା ପାଇଁ ଜାତୀୟ ରାଜପଥରେ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରିବା ସହ ନିଜର…