Browsing Tag

gold robbery

ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ, ପାଟି କରିବାରୁ ମୋବାଇଲ ଛଡ଼ାଇ ଲୁଟେରା ଫେରାର

ବାଲେଶ୍ବର: ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ । ପାଟି କରିବାରୁ ମୋବାଇଲ ଛଡ଼ାଇ ଲୁଟେରା ଫେରାର । ବାଲେଶ୍ଵର ଚାନ୍ଦିପୁର ଥାନା ପଟାପୋଲ ଛକ ନିକଟରେ ଚାଞ୍ଚଲ୍ୟ । ସୁନା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଚାନ୍ଦିପୁର ପଟାପୋଲ ଅଞ୍ଚଳର…

ଗର୍ଭବତୀଙ୍କ ହାତ ଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା ଓ ଅଳଙ୍କାର

ସୋରୋ: ଗର୍ଭବତୀଙ୍କ ହାତ ଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା ଓ ଅଳଙ୍କାର । ଗର୍ଭବତୀ ମହିଳାଙ୍କୁ ବି ଛାଡିଲେନି ଲୁଟେରା । ଟଙ୍କା, ଗହଣା ତ ନେଲେ ନେଲେ ତା'ପରେ ପୁଣି ଗର୍ଭବତୀଙ୍କୁ ମାଡ଼ ମାରିଲେ । ସୋରୋରେ ମାତିଲେ ଚୋର । ସୁନା ଶଙ୍ଖା ଭାଙ୍ଗି ସୁନା ନେଇଗଲେ । କିଛି ଦିନର ବ୍ୟବଧାନ ପରେ ପୁଣି…

କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଚୋରି ? ଚିନ୍ତାଜନକ କହିଲେ ହାଇକୋର୍ଟ

ଥିରୁବନନ୍ତପୁରମ : କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର ।  ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି ।  ଏ ଖବର ଶୁଣିଲା ପରେ ଭକ୍ତଙ୍କ ହୃଦୟରେ ଆଘାତ ସୃଷ୍ଟି ହୋଇଛି । ସୂଚନା…

ଚାଲିଥିଲା ବିଶ୍ୱକର୍ମା ପୂଜା ଆଉ ସୁନା ଲୁଟୁଥିଲେ ଲୁଟେରା, ଆତଙ୍କିତ ବାଲେଶ୍ୱରବାସୀ

ଜଳେଶ୍ବର: ଚାଲିଥିଲା ବିଶ୍ୱକର୍ମା ପୂଜା ଆଉ ସୁନା ଲୁଟୁଥିଲେ ଲୁଟେରା । ବାଲେଶ୍ୱର ସାଜିଛି ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ । ରାତିରେ ଲୋକଙ୍କ ନିଦ ହଜେଇ ଦେଉଛନ୍ତି ଲୁଟେରା । କେତେବେଳେ କାହା ଘରେ ପଶି ଲୁଟପାଟ କଲେଣି ତ ଆଉ କେତେବେଳେ ସୁନା ଦୋକାନର ସଟର ତାଡ଼ି ଅଳଙ୍କାର ଲୁଟି ନେଲେଣି ।…

ମନ୍ଦିରରୁ ଲୁଟିନେଲେ ଦେବୀଙ୍କ ମୁକୁଟ, ପୂଜକ ପ୍ରତିବାଦ କଲାରୁ କଲେ ଆକ୍ରମଣ

ଛତ୍ରପୁର: ମନ୍ଦିରରୁ ଲୁଟିନେଲେ ଦେବୀଙ୍କ ମୁକୁଟ । ହୁଣ୍ଡିରୁ ଟଙ୍କା ପଇସା ମଧ୍ୟ ଲୁଟିନେଲେ । ପୂଜକ ଦେଖି ପ୍ରତିବାଦ କଲାରୁ ଆକ୍ରମଣ କଲେ । ଲୁଟେରାଙ୍କ ଟାର୍ଗେଟରେ ଏବେ କେବଳ ଘର କି ମହଲ ନୁହେଁ ମନ୍ଦିର ବି ରହିଛି । ଦିନ ବେଳେ ଟାର୍ଗେଟ କରୁଛନ୍ତି । ଆଉ ରାତି ହେଲେ ମନ୍ଦିରରେ ବୁଲାଉଛନ୍ତି…

ପାଣିକୋଇଲି ପଣ୍ଡା ଅଳଙ୍କାରରେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ, ୨ ମୃତ, ଦୁଇ ଅଭିଯୁକ୍ତ ଅଟକ

ଯାଜପୁର/ରୋଡ଼/ଟାଉନ : ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନ ରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି l ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ତେବେ ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅଵସ୍ଥା ଗୁରୁତର…

କମାଲ ଦେଖାଇଲା ପୋଲିସ, ଆନ୍ତଃ ରାଜ୍ୟ ଡକାୟତ ଦଳଙ୍କୁ କଲା ଗିରଫ

ରାୟଗଡା (କେନ୍ୟୁଜ): ଦିନକୁ ଦିନ ବଢ଼ି ଚାଲିଛି ଲୁଟ୍‌ ଓ ଡକାୟତି ମାମଲା । ଡକାୟତମାନେ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ ଭାବନ୍ତି ଲୁଟ କରି ଖସି ପଳାଇବେ । କିନ୍ତୁ ଏମାନଙ୍କ ଚାଲାକି ସବୁବେଳେ କାମ ଦିଏନି । ପୋଲିସ ନିଜ କାର୍ଯ୍ୟଦକ୍ଷତା ଦେଖାଇ ଏଭଳି ଡକାୟତଙ୍କ ଯୋଜନାକୁ…

ବାଇକରେ ଆସିଲେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟିନେଲେ

ଆନନ୍ଦପୁର (କେନ୍ୟୁଜ): ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ୍ । ବାଇକରେ ଆସିଲେ । ବନ୍ଧୁକ ଦେଖାଇ ଭୟଭୀତ କଲେ । ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗାଁରେ ଏହି ସଶସ୍ତ୍ର ଡକାୟତି ହୋଇଛି । ୬ଜଣ…

ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର

ସାଲେପୁର(କେନ୍ୟୁଜ୍): ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍‌ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି…

ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର: ଘର ଚାବି ଭାଙ୍ଗି ଲୁଟିନେଲେ ୪୦ ଭରି ସୁନା ସହ ନଗଦ ୫ ହଜାର ଟଙ୍କା

ଗୁଣପୁର(କେନ୍ୟୁଜ୍): ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର। ରମାନଗୁଡ଼ା ବ୍ଲକ ଆଚବା ଗାଁର କୃଷ୍ଣ ସାହୁଙ୍କ ଘର ଚାବି ଭାଙ୍ଗି ୪୦ ଭରି ସୁନା ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। କୃଷ୍ଣ ସାହୁ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଘର ଚାବି ପକେଇ ବ୍ରହ୍ମପୁର ଯାଇଥିଲେ।…

ଫିଲ୍ମ ଷ୍ଟାଇଲରେ ଚୋରି, ଚଳନ୍ତା ଟ୍ରେନରୁ ବ୍ୟବସାୟୀଙ୍କ ଠାରୁ ୨ କୋଟିର ସୁନା ଲୁଟିନେଲେ ଲୁଟେରା

ଚଳନ୍ତା ଟ୍ରେନରୁ ଲୁଟ୍‌ ଘଟଣା ଆପଣ ନିଶ୍ଚିତ ଫିଲ୍ମରେ ଦେଖିଥିବେ। ବଲିଉଡରେ ଏମିତି ଅନେକ ଫିଲ୍ମ ତିଆରି ହୋଇଛି, ଯେଉଁଥିରେ ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା କଟିହାର ବରାନୀ ରେଳଖଣ୍ଡରେ ଦେଖିବାକୁ ମିଳିଛି। ସୂଚନାମୁତାବକ, ହାଟେବାଜାର…

୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଏବଂ ଦୁଇ ଅଭିଯୁକ୍ତକୁ ଗିରଫ କଲା ଗୁଣୁପୁର ପୋଲିସ

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ସମ୍ମୁଖରେ ଥିବା ଏସ୍ ଏସ୍ ଜୁୟେଲେରି ବ୍ୟବସାୟିଙ୍କ ଠାରୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦାଫାସ କଲା ଗୁଣୁପୁର ପୋଲିସ। ୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ ଏବଂ ଦୁଇ ଅଭିଯୁକ୍ତ ଗିରଫ କରିଛି…