Browsing Tag

gold seized

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଏକ କେଜି ସୁନା, ମୂଲ୍ୟ ପାଖାପାଖି ୫୨ ଲକ୍ଷ ଟଙ୍କା

ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ । ଜବତ ହେଲା ଏକ କେଜି ସୁନା । କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନରେ ଏହି ସୁନା ଚାଲାଣ ହେଉଥିଲା । ଚେକିଂ ବେଳେ ଏହା ଧରାପଡିଥିଲା । ସୁନାର ଓଜନ ରହିଛି ୧୩୧୦.୬୫୦ ଗ୍ରାମ୍‌ । ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ ।…

ମୋଦି ନଗରରେ ଜବତ ହେଲା ୪୦ କୋଟି ଟଙ୍କାର ସୁନା, କୁଆଡୁ ଆସୁଥିଲା, କୁଆଡ଼େ ଯାଉଥିଲା ?

ଗାଜିୟାବାଦ : ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବା ବେଳେ ଧରାପଡ଼ିଛି ୧୦୯ କ୍ୱିଣ୍ଟାଲର ସୁନା । ଉତ୍ତର ପ୍ରଦେଶର ମୋଦି ନଗର ଠାରେ ଏକ ଭ୍ୟାନ୍‌ରୁ ଏହି ସୁନା ଜବତ ହୋଇଛି । ଭ୍ୟାନ୍‌ର ଡ୍ରାଇଭର ଓ ଗାର୍ଡ଼ ସମେତ ଏଥିରେ ଥିବା ୪ ଜଣଙ୍କୁ ପୋଲିସ୍‌ ଗିରଫ କରି ପଚରା ଉଚରା କରୁଛି । ଭ୍ୟାନ୍‌ଟି…

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ, ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ଜବତ କଲା ସିଆଇଏସ୍‌ଏଫ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଥରେ ଜବତ ହେଲା ଚୋରା ସୁନା । ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ସିଆଇଏସ୍‌ଏଫ୍‌ ଜବତ କରିବା ପରେ କଷ୍ଟମସ୍‌ ବିଭାଗକୁ ହସ୍ତାନ୍ତର କରିଛି । ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା । ବ୍ୟାଙ୍କକରୁ ଆସୁଥିବା…

ଭୁବନେଶ୍ୱର : ବିମାନ ବନ୍ଦରରେ ମହିଳାଙ୍କ ନିକଟରୁ ୩୩ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ । ଚାଲାଣ ବେଳେ ୩୩ ଲକ୍ଷ ଟଙ୍କାର ସୁନା ଜବତ କରିଛି କଷ୍ଟମସ୍‌ ବିଭାଗ । ମହାରାଷ୍ଟ୍ରର ଜଣେ ମହିଳାଙ୍କ ଠାରୁ ୯୫୯ ଗ୍ରାମ ଓଜନର ସୁନା ଜବତ ହୋଇଛି। ଏୟାର ଇଣ୍ଡିଆ ବିମାନରେ ସେ ଦିଲ୍ଲୀରୁ ଆସିଥିଲୋ । ଲଗେଜ ବ୍ୟାଗରେ ରଖିଥିଲେ ୯୫୯…

ପୁଣି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ସୁନା

ଭୁବନେଶ୍ବର(କେନ୍ଯୁଜ୍) : ଗୋଲ୍ଟ ସ୍ମଗଲିଂର ଗେଟ୍‌ୱେ ହୋଇଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର । ପୁଣି ଜବତ ହେଲା ସୁନା । ୧୭୦.୭୫ ଗ୍ରାମର ସୁନା ଜବତ କଲା କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ଟଙ୍କା ହେବ। ତାମିଲନାଡୁର ରାମନାଥପୁରମ୍‌ର ଜଣେ…

ଗୋଲ୍ଡ ସ୍ମଗଲିଂର ଗେଟ୍‌ୱେ ସାଜିଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ବର(କେନ୍ଯୁଜ୍): ଗୋଲ୍ଡ ସ୍ମଗଲିଂର ଗେଟ୍‌ୱେ ସାଜିଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର । ପୁଣି ଜବତ ହୋଇଛି ସୁନା । ୬୯୦ ଗ୍ରାମ୍‌ରୁ ଅଧିକ ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୮୯ ହଜାର ଟଙ୍କା ହେବ। ଚେନ୍ନାଇର ଜଣେ ଯାତ୍ରୀଙ୍କଠାରୁ…

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ । ୩୪୦ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ । ଏୟାର ଏସିଆ ବିମାନ ଏକେ- ୩୧ରେ କ୍ୱାଲାଲମପୁର-ଭୁବନେଶ୍ୱର ବିମାନରେ ସୁନା ଆସିଥିଲା । କଷ୍ଟମ୍‌ସ ବିଭାଗ…