Browsing Tag

golden baba

ଗୋଲ୍ଡେନ ବାବା ନାଁରେ ପ୍ରାୟ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଚିଠି ଲେଖିବ ଇଡି

ଭୁବନେଶ୍ୱର(କେନ୍ୟୁଜ୍):ଗୋଲ୍ଡେନ ବାବା ନାଁରେ ଚାର୍ଜସିଟ ଦାଖଲ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ PMLA କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଇଡି। ପ୍ରାୟ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା ଗୋଲଡେନ ବାବା। ସେମାନଙ୍କ ଠାରୁ…

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ବର(କେନ୍ୟୁଜ୍):ଗୋଲ୍ଡେନ ବାବାର ସମ୍ପତ୍ତି ଆଟାଚ। ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି…

ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED, ଯାହାର ମୂଲ୍ୟ ହେବ ୫୧ ଲକ୍ଷ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଗୋଲଡେନ୍‌ ବାବାଙ୍କ ଅଡି କାରକୁ ସିଜ୍‌ କଲା ED । ଗତ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ଵର IRC ଭିଲେଜ୍‌ରୁ ଅଡି କାରକୁ ଉଠାଇନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଅଡି କାରର ମୂଲ୍ୟ ୫୧ଲକ୍ଷ ଟଙ୍କା ହେବ । ଏହାକୁ PMLA ଆକ୍ଟରେ ସିଜ୍‌ କରିଥିବା ED ଦର୍ଶାଇଛି ।…

ଖୋଲିବ ଜ୍ୟୋତି ରଞ୍ଜନ ବେଉରା ଓରଫ୍‌ ଗୋଲଡେନ୍‌ ବାବାର ଆର୍ଥିକ କାରବାରର ଗୁମର, ଖୋଳତାଡ କରିବ ED

କେନ୍ୟୁଜ୍(ବ୍ୟୁରୋ):ଖୋଲିବ ଜ୍ୟୋତି ରଞ୍ଜନ ବେଉରା ଓରଫ୍‌ ଗୋଲଡେନ୍‌ ବାବାର ଆର୍ଥିକ କାରବାରର ଗୁମର । ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏନେଇ ପକ୍ରିୟାର ଆରମ୍ଭ ହୋଇଥିବା ଇଡି ପକ୍ଷରୁ ସୂଚନା ମିଳିଛି । ଫୋକସ୍‌ରେ ଜ୍ୟୋତିର ଆର୍ଥିକ କାରବାର । ଜବତ ହୋଇଥିବା ଆକାଉଣ୍ଟର…

EOW ହାତରେ ବଡ ସୁରାକ୍‌ , ଦେଶ ବାହାର କମ୍ପାନୀକୁ ଚୂନ ଲଗାଇବାକୁ ଯୋଜନା କରୁଥିଲା ଗୋଲଡେନ୍‌ ବାବା

ଭୁବନେଶ୍ବର : ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ ରିମାଣ୍ଡରେ ନେବାପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ଲାଗିଛି ବଡ ସୁରାକ୍‌ । ଓଡିଶା ନୁହେଁ ଦେଶ ବାହାର କମ୍ପାନୀଙ୍କୁ ଚୂନ ଲଗାଇବାକୁ ଯୋଜନା କରୁଥିଲା ଜ୍ୟୋତିରଞ୍ଜନ । ସମସ୍ତ ପ୍ରକାର ଜାଲ କାଗଜପତ୍ର ପ୍ରସ୍ତୁତ କରି…

ପୁଣି ୩ ଦିନ ରିମାଣ୍ଡରେ ଗୋଲଡେନ୍ ବାବା

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଥରେ ରିମାଣ୍ଡରେ ଯିବେ ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ଅଧିକ ଜେରା ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ରିମାଣ୍ଡରେ ନେଇପାରେ । ଏନେଇ ୩ ଦିନ ପାଇଁ କୋର୍ଟରେ ଆବେଦନ କରାଯିବ। ପୂର୍ବରୁ କମିଶନରେଟ୍ ପୋଲିସ ଗୋଲଡେନ୍ ବାବାଙ୍କୁ…

୨ ଦିନିଆ ରିମାଣ୍ଡରେ ଗୋଲ୍‌ଡେନ୍‌ ବାବା

ଭୁବନେଶ୍ବର : ୨ ଦିନିଆ ରିମାଣ୍ଡରେ ଗୋଲ୍‌ଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା । କମିଶନରେଟ୍‌ ପୋଲିସ ୫ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ରିମାଣ୍ଡ ବେଳେ ବିଶେଷ କରି ବେଆଇନ ଆର୍ଥିକ କାରବାର ଓ ଠକେଇ କାରବାର ଖୋଳତାଡ଼ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଅଭିଯୋଗ…

ବଢୁଛି ଗିରଫ ଗୋଲଡେନ ବାବାଙ୍କ ଅଡୁଆ, ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହେଲାଣି ୭ ରୁ ଅଧିକ ଠକେଇ ମାମଲା

ଭୁବନେଶ୍ବର : ଚେକ୍‌ ଜାଲିଆତି ଅଭିଯୋଗରେ ଗିରଫ ଗୋଲଡେନ ବାବା ଓରଫ୍‌ ଜ୍ୟୋତିରଞ୍ଜନ ବେଉରାଙ୍କ ବଢୁଛି ଅଡୁଆ । ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗର ତାଲିକା ବି ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଗୋଲଡେନ୍‌ ବାବାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହେଲାଣି ୭ ରୁ ଅଧିକ…