Browsing Tag

green zone

ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍‌ ଜୋନ୍‌ରେ, ୫୦୦ ତଳେ ରହିଛି ଆକ୍ଟିଭ୍‌ କେସ୍‌

ମାଲକାନଗିରି: ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍‌ ଜୋନ୍‌ରେ । ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ୫୦୦ ତଳେ ରହିଛି । ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ଭୟରେ ପର୍ବାସୀ ଜିଲ୍ଲାର ସୀମାନ୍ତ ମୋଟୁ ଚେକ୍‌ ପୋଷ୍ଟ ଦେଇ ପ୍ରବେଶ କରୁଛନ୍ତି । ଆନ୍ଧ୍ର…

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ପରେ ଆଜିଠୁ ବରଗଡ଼ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ଆରମ୍ଭ

ବରଗଡ଼ : ଗ୍ରୀନ୍‌ ଜୋନ୍‌ରେ ଗଡ଼ିଲା ବସ୍‌। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ପରେ ଆଜିଠୁ ବରଗଡ଼ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଚାଲିଛି। ଲକ୍‌ଡାଉନ୍‌ର ପ୍ରାୟ ଦେଢ ମାସ ପରେ ପଦ୍ମପୁର-ବରଗଡ଼-ସମ୍ବଲପୁରକୁ ବସ୍‌ ସେବା ଆରମ୍ଭ ହୋଇଛି। ପଦ୍ମପୁରରୁ…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌ । ରାଜ୍ୟରେ ଥିବା ଓଏସ୍‌ଆରଟିସି ବସ୍‌ ସମସ୍ତ ଗ୍ରୀନ୍‌ ଜୋନ୍‌ରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ରେ ଯାତ୍ରୀଙ୍କଠାରୁ ଦୁଇ ଗୁଣା ଭଡା ନିଆଯିବ । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌…

ଗ୍ରୀନ ଜୋନରେ ଗଡ଼ିବ ବସ୍ ,ଅନୁମତି ଦେଲେ ସରକାର, ଏହିସବୁ ନିୟମ ମାନି ଚାଲିବ ବସ

କେନ୍ୟୁଜ(ବ୍ୟୁରୋ): ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକରେ ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ରୀନ୍ ଜୋନରେ ଯାତ୍ରୀବାହୀ ବସଗୁଡ଼ିକ ନିଜର…

ଗ୍ରୀନ ଜୋନରେ ଚାଲିବ ବସ୍, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର: ଗ୍ରୀନ ଜୋନରେ ଚାଲିବ ବସ୍ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବସ ଚାଲିବ । ରାଜ୍ୟ ସରକାର ଉଦ୍ୟମ କରୁଥିବା କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରୀନ ଜୋନରେ ବସ ଚାଲିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଉଭୟ ଘରୋଇ ଓ ଅନ୍ୟାନ୍ୟ ବସକୁ କଣ ସୁବିଧା ଦେଇ ହେବ…