Browsing Tag

groups clashed

ବେଆଇନ୍ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୩ ଗୁରୁତର

ଭଦ୍ରକ : ବେଆଇନ୍ ଭାବେ ଯାଉଥିବା ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ୩ଟି ଗୋରୁ ବୋଝେଇ କଣ୍ଟେନର…

PCC ସଭାପତିଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର: କଂଗ୍ରେସ ଭବନରେ ଉତ୍ତେଜନା । ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଓବିସି ସେଲ୍‌ ବୈଠକ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଓବିସି ସେଲ୍‌ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ନେଇ…

ମଧୁପୁର ବାରାଦ ନଦୀରେ ବାକ୍ସ ଜାଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତୁରନ୍ତ ସମାଧାନ କରିବାକୁ ଦାବି

କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ବାରାଦ ନଦୀରେ ବାକ୍ସ ଜାଲ ମାଳ ମାଳ । ଯାହା ପଡିବା କାରଣରୁ ନଦୀରେ ମାଛ ବଂଶ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି । ଗାଁର କେତେକ ମାଛ ଧରାଳି ବେଆଇନ ଭାବେ ନଦୀରେ ୩କି.ମି ବ୍ୟାପି ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଏହି ଜାଲ ବିଛାଇଛନ୍ତି ।…