Browsing Tag

gun seized

ଘର ନା ଗୁଳିଗୋଳା କାରଖାନା, ପୁଣି ‘ଡି’ ବ୍ରଦର୍ସ ଘରୁ ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ…

କଟକ(କେନ୍ୟୁଜ୍): ପୁଣି ଡିବ୍ରଦର୍ସ ଘରୁ ଜବତ ହେଲା ବନ୍ଧୁକ ଓ ବିପୁଳ ପରିମାଣର ଗୁଳି। ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ ରାଉଣ୍ଡ ଗୁଳି।  ଉଭୟଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍‌ ପୁଲିସକୁ ଆଜି କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି…

କୋରାପୁଟ ପୋଲିସକୁ ବଡ଼ ସଫଳତା, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କେନ୍ୟୁଜ୍(ବ୍ୟୁରୋ): କୋରାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ କରିଛି ବିପୁଳ ପରିମାଣର ମାଓ ସାମଗ୍ରୀ। ପଟାଙ୍ଗୀ ଥାନା ଅମ୍ପାବାଲି ଅଂଚଳର ତୁମ୍ବିଗୁଡା ଓ ପାନାବାଡି ନିକଟରୁ ମାଟି ତଳେ ୨ଟି ଡ୍ରମରେ ପୋତା ଯାଇଥିବା ମାଓ ସାମଗ୍ରୀକୁ ପୋଲିସ ଜବତ କରିଛି।…

ଟ୍ରେନ୍‌ ଭିତରେ ଲୋକେ ଆତଙ୍କିତ, ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରାଇଲା ଦୁର୍ବୃତ୍ତ

ଖୋର୍ଦ୍ଦା (କେନ୍ୟୁଜ୍) : ଟ୍ରେନ୍‌ ଭିତରେ ଆତଙ୍କ। ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରାଇଲା ଦୁର୍ବୃତ୍ତ। ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ଅଭିଯୋଗରେ ଯୁବକ ଗିରଫ। ଖୋର୍ଦ୍ଦା ରୋଡ ରେଳବାଇ ପୋଲିସ ସୋମନାଥ ପାଢୀ ନାମକ ଜଣେ…

ରାଜଧାନୀରେ କାୟା ମେଲାଉଛି ଚୋରା କାରବାର, ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ବାରୁଦ ଜବତ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ କାୟା ମେଲାଉଛି ଚୋରା କାରବାର। ଜବତ ହେଲା ବନ୍ଧୁକ,ଗୁଳି ଓ ବିପୁଳ ପରିମାଣର ବାରୁଦ। ଘଟଣାରେ QAT ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେବି ୩ଜଣ ଫେରାର୍ ଅଛନ୍ତି। ଗିରଫ ହେଲେ ରିଙ୍କୁ ପ୍ରଧାନ ଓ ରାକେଶ ସାହୁ । ଏମାନଙ୍କ ନାଁରେ ଏକାଧିକ ଅପରାଧିକ…

ଦିନରେ ମଜୁରିଆ ରାତିରେ ବନ୍ଧୁକ ବେପାରୀ : ବିହାର ମୁଙ୍ଗେର୍‌ରୁ ବନ୍ଧୁକ ଆଣି ଓଡିଶାରେ କରୁଥିଲେ ବ୍ୟବସାୟ

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବନ୍ଧୁକ ବେପାରୀ ଗ୍ୟାଙ୍ଗ୍‌ । ବିହାର ମୁଙ୍ଗେର୍‌ରୁ ବନ୍ଧୁକ ଆଣି ଓଡିଶାରେ କରୁଥିଲେ ବ୍ୟବସାୟ । ଦୁଇ ମାସର ସ୍ପେଶାଲ ଡ୍ରାଇଭ୍‌ ପରେ ବନ୍ଧୁକ ଚୋରାଚାଲାଣର ପର୍ଦ୍ଦାଫାସ କରିଛି ପୋଲିସ । ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ ଓ…