ଗୁଣି ସନ୍ଦେହରେ ଆକ୍ରମଣ, ଗୋଟିଏ ପରିବାରର ୩ ଜଣ ଆହତ
ଭଞ୍ଜନଗର(କେନ୍ଯୁଜ୍): ଗୁଣି ସନ୍ଦେହରେ ଗୋଟିଏ ପରିବାରର ଉପରେ ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଆହତଙ୍କୁ ସ୍ଥାନୀୟ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ନେଇ…