Browsing Tag

haider abscond

କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ପରିବାର ସହିତ ବାଂଲାଦେଶ ଚମ୍ପଟ୍‌ ମାରିଥିବା ଆଶଙ୍କା

ଭୁବନେଶ୍ୱର (କେ.ନ୍ୟୁଜ): ଫେରାର ପରେ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ବାଂଲାଦେଶ, ହାଇଦ୍ରାବାଦ ନା ପଶ୍ଚିମବଙ୍ଗ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁ ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍‌ ମାରିଥିବା ଆଶଙ୍କା ବଢିବାରେ ଲାଗିଛି । ହାଇଦର ବାଂଲାଦେଶ ଚାଲିଗଲେ ତାକୁ ଧରିବା ସହଜ…

ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର, ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ସମ୍ପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର । SCB ମେଡିକାଲରୁ ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ଘଟଣାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରୁଛନ୍ତି…

ହାଇଦର ଫେରାର ଘଟଣା: ୬ ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ହେବା ଘଟଣା, ସମ୍ବଲପୁରରୁ ହାଇଦରକୁ କଟକ SCB ଆଣିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୬ ଜଣଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP। ଜଣେ ହାବିଲଦାରଙ୍କ ସମେତ ୫ଜଣ କନେଷ୍ଚବଳ ନିଲମ୍ବିତ ହୋଇଛନ୍ତି।  ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ,…