Browsing Tag

hanuman chalisha

ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କାଠରେ ପ୍ରସ୍ତୁତ ହୋଇଛି ହନୁମାନ ଚାଳିଶା

କାଠରେ ତିଆରି ହୋଇଛି ହନୁମାନ ଚାଳିଶା । ଦେଖିବାକୁ ଖୁବ ସୁନ୍ଦର । ଦେଖିଲେ ଆଖି ଲାଖି ରହି ଯାଉଛି । ତେବେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ଏଥି ପାଇଁ ସବୁଠାରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦେଶର କୋଣ ଅନୁକୋଣରୁ ଶ୍ରୀରାମଙ୍କ ପାଇଁ…

ଆଜାନ୍‌ ସମୟରେ ଲାଉଡ୍‌ସ୍ପିକରରେ ବଜାଯାଉଛି ହନୁମାନ ଚାଳିଶା, ଛାତରେ ମାଇକ୍‌ ଲଗାଇଲେ କାଶୀ ବାସିନ୍ଦା

କାଶୀ: ମହାରାଷ୍ଟ୍ରର ଲାଉଡ୍‌ସ୍ପିକର ବିବାଦ ଏବେ ଉତ୍ତର ପ୍ରଦେଶର ବାରଣାସୀରେ ପହଞ୍ଚିଲାଣି। ଉତ୍ତର ପ୍ରଦେଶର ବାରଣାସୀରେ ଶ୍ରୀକାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମୁକ୍ତି ଆନ୍ଦୋଳନ ପକ୍ଷରୁ ଲାଉଡ୍‌ସ୍ପିକର ଲଗାଯାଉଛି। ଏଠାରେ ଆଜାନ୍‌ ସମୟରେ ଅଧିକ ସାଉଣ୍ଡ୍‌ରେ ହନୁମାନ ଚାଳିଶା ପାଠ କରାଯାଉଛି।…

ରୋଗ, ଭୟରୁ ଦୂରେଇ ରହିବା ପାଇଁ ଘରେ ବଜରଙ୍ଗବଲୀଙ୍କ କରନ୍ତୁ ଏମିତି ପୂଜା, ମିଳିବ ଫାଇଦା

ସଙ୍କଟ କଟୈ ମିଟେ ସବ ପୀଡ଼ା। ଯୋ ସୁମିରେ ହନୁମତ ବଲବୀରା।। ସଙ୍କଟମୋଚନ ହନୁମାନ ନିଜ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ଅର୍ଥାତ ସଙ୍କଟ ସମୟରେ ଯେଉଁ ଭକ୍ତ ତାଙ୍କୁ ପ୍ରାର୍ଥନା କରେ ସେ ତାର ସବୁ ପୀଡ଼ା ନାଶନ କରିଦିିଅନ୍ତି । ବଜରଙ୍ଗବଲୀଙ୍କ ଆରଧନା କଲେ ଭକ୍ତର ଜୀବନରେ ଖୁସି…