Browsing Tag

hardik patel

ଜୁନ୍‌ ୨ରେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିକଟରେ ଛାଡ଼ିଥିଲେ କଂଗ୍ରେସ

ହାର୍ଦ୍ଦିକ ପଟେଲ ଜୁନ୍‌ ୨ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ। ଏହି କଥା ନିଜେ ହାର୍ଦ୍ଦିକ ନିଶ୍ଚିତ କରିଛନ୍ତି। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ହାର୍ଦ୍ଦିକ ପଟେଲ ପଦ୍ମ ଧରିବାକୁ…

କଂଗ୍ରେସକୁ ଲାଗିଲା ଝଟକା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ: ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ମଇ ୧୫ ରେ ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ପରେ ଏହି ଖବର ଆସିଛି। ଚଳିତ ବର୍ଷ ଗୁଜୁରାଟରେ ହେବାକୁ ଯାଉଛି…

କିଏ ସେହି ବ୍ୟକ୍ତି ଯିଏ ମଞ୍ଚରେ ହାର୍ଦ୍ଦିକଙ୍କୁ ମାରିଲେ ଚାପୁଡା ? ପତ୍ନୀଙ୍କ ପାଇଁ ନେଲେ ପ୍ରତିଶୋଧ

ମଞ୍ଚରେ ହାର୍ଦ୍ଦିକ ପଟେଲଙ୍କୁ ମାଡ । ଭାଷଣ ଦେଉଥିବା ବେଳେ ସଭା ମଝିରେ କଂଗ୍ରେସ୍ ନେତାଙ୍କୁ ଚାପୁଡା ମାରିଲେ ଜଣେ ବ୍ୟକ୍ତି । ଯାହାର ଭିଡିଓ ଏବେ ତୋଫାନ୍ ବେଗରେ ଭାଇରାଲ୍ ହେବାକୁ ଲାଗିଛି । ହେଲେ କିଏ ଏହି ବ୍ୟକ୍ତି ? କାହିଁକି ସଭା ମଝିରେ ସମସ୍ତଙ୍କ ସାମ୍ନାରେ ହାର୍ଦ୍ଦିକଙ୍କୁ ମାରିଲେ…

ହାର୍ଦ୍ଦିକଙ୍କୁ ପୁଣି ଲାଗିଲା ଶକ୍ତ ଝଟକା: ଲୋକସଭା ନିର୍ବାଚନକୁ କରିବାକୁ ପଡିବ ବାଏ ବାଏ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ହାର୍ଦ୍ଦିକ ଲୋକସଭା ନିର୍ବାଚନ ଲଢ଼ିପାରିବେନି। ୨୦୧୫ ମେହସନା ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ ହାର୍ଦ୍ଦିକ ପଟେଲ୍। ତେବେ ଏହି ଦଣ୍ଡାଦେଶ ଉପରେ ରହିତାଦେଶ…

ଜେଲ୍ ଦଣ୍ଡ ପରେ ମିଳିଲା ବେଲ୍ !

ଗୁଜରାଟ : ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲଦଣ୍ଡ ମିଳିଛି। ୨୦୧୫ରେ ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କ ସମେତ ୩ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାର୍ଦ୍ଦିକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଗୁଜୁରାଟର ବିସନଗର କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ଜଣ…