Below header
Browsing Tag

heat wave alert

ଆଜି ବି ଜାରି ରହିବ ହିଟ ୱେଭ୍, ୫ରୁ ବଢ଼ିବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ): ତାତିରେ ସାମୟିକ ବ୍ରେକ ଲାଗିଛି । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣିଛି ବୁଧବାର ଅପରାହ୍ଣର କାଳବୈଶାଖୀ ବର୍ଷା । ଭୁବନେଶ୍ବର କଟକ ସମେତ ଆଖପାଖ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହାର ପ୍ରଭାବରେ ଆଜି କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ତେବେ ରାଜ୍ୟରେ…

ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।…

ସିଝୁଛି ଓଡିଶା: ଟ୍ବିନସିଟିକୁ ରେଡ୍ ଆଲର୍ଟ, ଦିନ ୧୧ରୁ ୩ଟା ଯାଏ ବାହାର ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଟ୍ବିନସିଟିକୁ ରେଡ୍ ଆଲର୍ଟ ।  ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।  ଦିନ ୧୧ରୁ ୩ଟା ମଧ୍ୟରେ ବାହାର ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତ ସତର୍କତା ପାଳନ କରିବାକୁ ଲୋକଙ୍କୁ…

ଆଜି ବି ଅସମ୍ଭାଳ-ଅସହ୍ୟ, ସକାଳ ସାଢ଼େ ୮ଟା ସୁଦ୍ଧା ୩୮ ଛୁଇଁଲା ପାରଦ

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ନିସ୍ତାର ନାହିଁ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା…

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ…

ତାତିରେ ସ୍ଥିତି ଅସମ୍ଭାଳ, ସକାଳ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ୪୧.୪ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି । ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଅଧିକାଂଶ ସହରରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବା ବେଳେ ତାପମାତ୍ରା ସ୍ୱାଭାବିକ ତୁୁଳନାରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ…

ଆକାଶରୁ ବର୍ଷୁଛି ନିଆଁ; ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି  । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସ୍ଥିତି ଯାହା ଥିଲା ଆହୁରି…

ଆଜିଠାରୁ ଆହୁରି ଭୟଙ୍କର ହେବ ଗ୍ରୀଷ୍ମପ୍ରବାହ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆହୁରି ଅସମ୍ଭାଳ । ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠାରୁ ଆହୁରି ଭୟଙ୍କର ହେବ । ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତି ଯାହା ଥିଲା ଆହୁରି ବିଗିଡ଼ିବ । ଆଜି ପାଇଁ ୯…

ସକାଳୁ ଉତ୍ତପ୍ତ ପିଣ୍ଡ ପାଲଟିଲାଣି ରାଜ୍ୟ, ସକାଳ ୮ ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୫ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ନିଆଁ ଖସୁଛି । ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି । ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି…

କଲବଲ କରିବ ତାତି, ଆସନ୍ତାକାଲିଠୁ ତିନି ଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): କଲବଲ କରିବ ତାତି । ରାଜ୍ୟରେ ବଢୁଛି ତାପମାତ୍ରା । ୧୫ରୁ ପ୍ରଚଣ୍ଡ ହେବ ଗ୍ରୀଷ୍ମ ଲହରି । ଆଗାମୀ ୪ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର କରିବ । ଏନେଇ…

ଉପକୂଳରୁ ପଶ୍ଚିମ ଯାଏଁ ତାତିରୁ ତ୍ରାହି ନାହିଁ, ରାଜ୍ୟରେ ଅଂଶୁଘାତରେ ୮ ଅସୁସ୍ଥ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତାତିବ ଓଡିଶା । ଉପକୂଳରୁ ପଶ୍ଚିମ, ଯାଏଁ ତାତିରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା…

ଆହୁରି ଜଳିବ, ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ଆହୁରି ଜଳିବ। ଆଜି ଠାରୁ ୬ ତାରିଖ ଯାଏ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁ ଉଷ୍ମ ରାତି ପାଇଁ ଚେତାବନୀ ଜାରି ହୋଇଛି। ଗୁଳୁଗୁଳି ତଥା ଉଷ୍ମ ଆଦ୍ର ବାୟୁ ପ୍ରଭାବରେ ଦିନର ପିକ୍ ଆୱାରରେ ଅଧିକ…