Below header
Browsing Tag

heat wave

ରାଜ୍ୟରେ ବଢୁଛି ତାତି, ଆଗକୁ ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ

କେନ୍ୟୁଜ୍(ବ୍ୟୁରୋ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ଏବେଠୁ ଅସହ୍ୟ ହେଲାଣି । ଆଗକୁ ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ପାର କଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌…

ଏଥର ତାତିରୁ ନିସ୍ତାର ନାହିଁ : ୫ ଦିନ ପରେ ବଢିବ ୪ ଡିଗ୍ରୀ ପାରଦ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ରାଜ୍ୟରେ ବଢୁଛି ତାତି,ଡେଇଁଲାଣି ପାରଦ

କେନ୍ୟୁଜ୍(ବ୍ୟୁରୋ):  ଫେବୃଆରୀରେ ପ୍ରବଳ ଖରା। ଟାଇଁ ଟାଇଁ ଖରାରେ ବଢୁଛି ତାତି। ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ଛୁଇଁଛି। ଗତକାଲି ଭୁବନେଶ୍ୱରରେ ତାପମାତ୍ରା ପାର କରିଥିଲା ୩୮ ଡିଗ୍ରୀ। ବିଗତ…

ୟୁରୋପରେ ଚଳିତ ବର୍ଷ ଭୀଷଣ ଗରମରେ ମରିଛନ୍ତି ୧୫,୦୦୦ ଲୋକ! WHO ଦେଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ୟୁରୋପର ଦେଶଗୁଡ଼ିକରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ କ୍ଷତି ହୋଇଛି। କିଛି ଦେଶରେ ଅତିରୁ ଅତି ପ୍ରବଳ ବର୍ଷା, ହିଟ୍‌ େଓ୍ଵଭ୍‌ ଯୋଗୁ ମାଟି ଶୁଖିଲା ପଡ଼ିବା ଏବଂ ଜଙ୍ଗଲରେ ନିଅାଁ ଲାଗିବା ଭଳି ଘଟଣା ପୂରା ଦୁନିଆକୁ ଚିନ୍ତାରେ ପକାଇ ଦେଇଥିଲା। WHOର କ୍ଷେତ୍ରୀୟ ନିର୍ଦ୍ଦେଶକ…

ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ, ଜନଜୀବନ ଅସ୍ତବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ):  ବଦଳିଛି ପାଗ ।ମୌସୁମୀ ଦୂର୍ବଳ ପ୍ରଭାବରୁ ବଢ଼ିଛି ତାପମାତ୍ରା । ୧୧ ଜିଲ୍ଲାରେ ବଢ଼ିଛି ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ। ଅସ୍ତବ୍ୟସ୍ତ ହେଇପଡୁଛି ଜନଜୀବନ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଇ ଭଳି ପାଗ ରହିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ…

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୬.୫ଂ ଏବଂ ଅନୁଗୁଳରେ ୩୬.୧ଂ ଦିନ ତାପମାତ୍ରା ରେକର୍ଡ…

ଦୁର୍ବଳ ହେଲା ମୌସୁମୀ: ବଢ଼ିଲା ଦିନ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁର୍ବଳ ହେଲା ମୌସୁମୀ ପ୍ରବାହ। ବଢ଼ିଲା ଦିନ ତାପମାତ୍ରା। ଭାଦ୍ରବ ମାସରେ ଅସହ୍ୟ ଗରମ। ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା…

ଦୁର୍ବଳ ହେଲା ମୌସୁମୀ, ବଢିଲା ଦିନ ତାତି: ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ହେଲା ମୌସୁମୀ। ବଢିଲା ଦିନ ତାପମାତ୍ରା। ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି।…

୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ତାତିରୁ ନାହିଁ ନିସ୍ତାର

କେନ୍ୟୁଜ୍(ବ୍ୟୁରୋ): ଆହୁରି ଦୁଇ ଦିନ ସିଝାଇବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ୨-୩ ଡିଗ୍ରୀ ଯାଏ ତଳକୁ ଖସିବ…

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

ଶ୍ରାବଣ ମାସରେ ବି ମୁଣ୍ଡଫଟା ଖରା: ରାଜ୍ୟରେ ୧୧ଟି ସହରର ତାପାମତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ପାରଦ । ବିଭିନ୍ନ ସ୍ଥାନରେ ବଢୁଚି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ…